Breaking news ସମୁଦ୍ର କୂଳରେ ଛୋଟ ଛୋଟ କୁଟୀରରେ ମଦ ମିଳିବ Sukanta NayakAugust 31, 2024August 31, 2024 ସମୁଦ୍ର ବେଳାଭୂମୀରେ ଏଣିକି ମିଳିବ ମଦନୂଆ ଅବକାରୀ ନୀତିରେ ପର୍ଯ୍ୟଟନକୁ ପ୍ରୋତ୍ସାହନସମୁଦ୍ର କୂଳରେ ଛୋଟ ଛୋଟ କୁଟୀରରେ ମଦ ମିଳିବପର୍ଯ୍ୟଟନ ବିଭାଗ ଅନୁମତି ଆବଶ୍ୟକବାର୍ରେ ଡ୍ୟାନ୍ସ ପରିବେଷଣ କରିପାରିବେ ନାହିଁବାର୍ରେ ଗୀତକୁ ହଁ ଓ ନାଚକୁ ନା
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୪ ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ଅନୁମାନ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଉତ୍ତର ଓଡ଼ିଶା ନିକଟରେ ଲଘୁଚାପ କ୍ଷେତ୍ର ସୃଷ୍ଟି । ଏହା ସହ ଜଡ଼ିତ…
୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ଦୀପକ କିଣ୍ଡୋ ଗିରଫ -ସମ୍ବନ୍ଧ ଫିନସର୍ଭ ପ୍ରାଇଭେଟ ଲିମିଟେଡର ଏମ୍ଡି ଦୀପକ – -ସୁନ୍ଦରଗଡ଼ ତଳସରା ଥାନା ଲୁଲୁଡିହାରୁ ଗିରଫ କଲା କ୍ରାଇମବ୍ରାଞ୍ଚ EOW -ଠକେଇ ଅଭିଯୋଗ ପରେ ଦୀପକ ଦୀର୍ଘଦିନ ଫେରାର ଥିଲେ -ତାଙ୍କ ନାଁରେ ଲୁକ୍ଆଉଟ୍ ସର୍କୁଲାର…
ଖୁବ୍ ଶୀଘ୍ର ମୋ ବସ ବନ୍ଦ ସମସ୍ୟାର ସମାଧାନ କରାଯିବ ଫୋକସ ପ୍ଲସ 10/10/22(କୋଣାର୍କ): କୋଣାର୍କ ରୁ ଭୁବନେଶ୍ଵର ୭୦,୭୧ ନମ୍ବରର ଚାରୋଟି ମୋ ବସ ସେବା ଚଳାଚଳ କରୁଥିବା ବେଳେ ବିଭିନ୍ନ ସମୟରେ ଘରୋଇ ବସ ପକ୍ଷରୁ…