Breaking news ୮ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ Sukanta NayakAugust 5, 2024August 5, 2024 କଟକରୁ ୮ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତଜବତ କଲା ଦରଘାବଜାର ଥାନା ପୋଲିସସ୍ଥାନୀୟ ବଜାର ନିକଟରେ ଚଢ଼ାଉ କରି ଧରିଲାଜବତ ବ୍ରାଉନସୁଗାରର ଓଜନ ୭୭.୮ ଗ୍ରାମବ୍ରାଉନସୁଗାରର କାରବାର ଅଭିଯୋଗରେ ୨ ଗିରଫ
ଆତ୍ମହତ୍ୟା କଲେ ମଲାଇକା ଆରୋରାଙ୍କ ପିତା ! ମୁମ୍ବାଇ, ୧୧/୦୯: ବଲିଉଡ ଜଗତରୁ ଆସିଲା ଛାତିଥରା ଖବର | ବହୁ ଚର୍ଚ୍ଚିତ ଅଭିନେତ୍ରୀ ମଲାଇକା ଆରୋରାଙ୍କ ପିତା ଅନିଲ ଆରୋରାଙ୍କ ଦେହାନ୍ତ ହୋଇଛି। ବୁଧବାର ସକାଳ…
ସଡକ ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଆହତ ! ନୂଆଦିଲ୍ଲୀ, ୨୦/୦୭: ଆସିଲା ଏକ ବଡ ଖବର | ସଡକ ଦୁର୍ଘଟଣାରେ ଆହତ ହେଲେ ଜିତିନ ପ୍ରସାଦ | ଏକ ସଡ଼କ ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ତଥା ଏମ୍ପି…
ପୁରୀରେ ହେବ ବିମାନ ବନ୍ଦର ପୁରୀରେ ବିମାନ ବନ୍ଦର ନିର୍ମାଣକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀବିମାନ ବନ୍ଦରକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ଅନୁମୋଦନବିମାନ ବନ୍ଦର ଯୋଗୁଁ ଧାର୍ମିକ, ପର୍ଯ୍ୟଟନ ଓ ଆଞ୍ଚଳିକ…