Breaking news ୮ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ Sukanta NayakAugust 5, 2024August 5, 2024 କଟକରୁ ୮ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତଜବତ କଲା ଦରଘାବଜାର ଥାନା ପୋଲିସସ୍ଥାନୀୟ ବଜାର ନିକଟରେ ଚଢ଼ାଉ କରି ଧରିଲାଜବତ ବ୍ରାଉନସୁଗାରର ଓଜନ ୭୭.୮ ଗ୍ରାମବ୍ରାଉନସୁଗାରର କାରବାର ଅଭିଯୋଗରେ ୨ ଗିରଫ
ମେଡ଼ିକାଲ ଶୌଚାଳୟ ରେ ପ୍ରସବ କଲେ ମହିଳା। ଏଭଳି ଘଟଣା ଘଟିଛି ଢ଼େଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଓଡ଼ାପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ। ସକାଳେ ଜଣେ ଗର୍ଭବତୀ ମହିଳା ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସ ରେ ମେଡିକାଲ…
ଆନ୍ତର୍ଜାତୀୟ ସୁପରଫୁଡ୍ ପାଇଁ 5 ଟି ଭାରତୀୟ ବିକଳ୍ପ ଫୋକସ ପ୍ଲସ 9/5/23 (ବ୍ୟୁରୋ) : 1. ଜାମୁନ୍ ସହିତ ବ୍ଲୁବେରି ବଦଳାନ୍ତୁ | ବ୍ଲୁବେରି ଆପଣଙ୍କ ଖାଦ୍ୟରେ ଏକ ଭଲ ଯୋଗ ହୋଇପାରେ, କିନ୍ତୁ ଥରେ…
ୟୁକ୍ରେନ-ଋଷ ଯୁଦ୍ଧ : ଖସିଲା ଭାରତୀୟ ଷ୍ଟକ୍ ମାର୍କେଟ୍ ୟୁକ୍ରେନ-ଋଷ ଯୁଦ୍ଧ : ଖସିଲା ଭାରତୀୟ ଷ୍ଟକ୍ ମାର୍କେଟ୍, ୧୮୦୦ ପଏଣ୍ଟ ଖସିଲା ସେନସେକ୍ସ..ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ଋଷ । ଯୁଦ୍ଧର ପ୍ରଭାବ…