ରାଜ୍ୟ ଆସନ୍ତା କାଲି ଦିଲ୍ଲୀ ଗସ୍ତରେ ଯିବେ ମୁଖିଆ । Sukanta NayakMarch 14, 2025 କାଲି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀସରକାରୀ କାର୍ଯ୍ୟକ୍ରମରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀକାଲି ଅପରାହ୍ନରେ ଦିଲ୍ଲୀରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ16 ତାରିଖ ସନ୍ଧ୍ୟାରେ ଭୁବନେଶ୍ଵର ଫେରିବେ CM
ଜନ ବିକଳ୍ପ ପ୍ରତିଷ୍ଠା ପାଇଁ ସି.ପି.ଆଇ ରେଡ୍ ଷ୍ଟାରର ଆହ୍ବାନ ଫୋକସ ପ୍ଲସ (ବ୍ରହ୍ମପୁର)୦୯/୦୭/୨୦୨୨: ରେଡଷ୍ଟାର ଓଡ଼ିଶାର ୩ ଦିନିଆ ରାଜ୍ୟ ସମ୍ମିଳନ ବ୍ରହ୍ମପୁର ସହରରେ ୦୮ ଜୁଲାଇ ରୁ ଆରମ୍ଭ ହୋଇ ୧୦ ଜୁଲାଇ ରେ ଶେଷ…
ଆଖୁ ଚାଷ କରି, ଦୁଃଖରେ ଚାଷୀ । ଫୋକସ ପ୍ଲସ 24/4(ଢେଙ୍କାନାଳ): ଆଖୁ ଚାଷ କରି ଚାଷୀ ଉପକୃତ ହେବାପାଇଁ, ଚାଷୀ ନିଜର ଉତ୍ତମ ପ୍ରୟାସ ଜାରି ରଖିଥିବା ବେଳେ, ଆଖୁ ଚାଷୀଙ୍କ ମୁଣ୍ଡରେ ଚଡ଼କ…
ଆଶା ଓ ଅଙ୍ଗନବାଡି କର୍ମୀଙ୍କ ସ୍ବାସ୍ଥ୍ୟ ସଚେତନତା ଫୋକସ ପ୍ଲସ (ନନ୍ଦାହାଣ୍ଡି)୨୩/୦୭/୨୦୨୨: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସରୁଗୁଡା ଗ୍ରାମରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ମାନଙ୍କ ଦ୍ବାରା…