ରାଜ୍ୟ ଆସନ୍ତା କାଲି ଦିଲ୍ଲୀ ଗସ୍ତରେ ଯିବେ ମୁଖିଆ । Sukanta NayakMarch 14, 2025 କାଲି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀସରକାରୀ କାର୍ଯ୍ୟକ୍ରମରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀକାଲି ଅପରାହ୍ନରେ ଦିଲ୍ଲୀରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ16 ତାରିଖ ସନ୍ଧ୍ୟାରେ ଭୁବନେଶ୍ଵର ଫେରିବେ CM
ଖଣ୍ଡଗିରି କୋଳଥିଆ ହତ୍ୟାକାଣ୍ଡ: ପୁଅ ପରେ ବାପା ମୃତ ଖଣ୍ଡଗିରି କୋଳଥିଆ ହତ୍ୟାକାଣ୍ଡରେ ପୁଅ ପରେ ବାପା ମୃତ । ଘରେ ପଶି ଆକ୍ରମଣ ଘଟଣାରେ ପ୍ରଥମେ କୃଷ୍ଣ ପାଢ଼ୀଙ୍କ ମୃତ୍ୟୁ ହୋଇଥିଲା । ଆଜି ଏମ୍ସ…
ପାଟଣାଗଡ଼ NACକୁ ମୁନସିପାଲଟି ମାନ୍ୟତା ଦାବିରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଏନଏସିକୁ ମୁନସିପାଲଟି ମାନ୍ୟତା ଦାବି ଓ ୟୁରିଆ ସାର କଳା ବଜାରି ଅଭାବକୁ ନେଇ ବିଜେଡି ଦଳ ପକ୍ଷରୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ…
ନାଗପୁରରେ ନକଲି ସରୋଗେସି ରାକେଟର ପର୍ଦ୍ଦାଫାସ, ନବଜାତକୁ ବିକିଲେ ଡାକ୍ତର ଆମେ ଡାକ୍ତରଙ୍କୁ ଭଗବାନଙ୍କ ଭଳି ମାନିଥାଉ । ହେଲେ ହାତ ଗଣତି କିଛି ଟଙ୍କା ପାଇଁ ସେମାନେ ଭଗବାନରୁ ସୈତାନ ପାଲଟିଯାଆନ୍ତି, ତାହାର ସଦ୍ୟତମ ଘଟଣା ଦେଖିବାକୁ…