Breaking news ଖଣି ବ୍ୟବସାୟୀଙ୍କ ଘରେ EDରେଡ୍ Sukanta NayakJanuary 8, 2025 ବ୍ୟବସାୟୀ ରତ୍ନାକର ରାଉତଙ୍କ ଘରେ ରେଡ୍ଭୁବନେଶ୍ୱର, ଢେଙ୍କାନାଳ ସମେତ ୧୪ଟି ସ୍ଥାନରେ ଚଢ଼ାଉବେଆଇନ ଅର୍ଥ କାରବାର ନେଇ ଚଢ଼ାଉ କରୁଛି EDଚଢ଼ାଉ ବେଳେ ଟଙ୍କା କାରବାରର ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ
ଅଷ୍ଟମଙ୍ଗଳାରେ ନବବଧୁର ମୃତ୍ୟୁ ଫୋକସ ପ୍ଲସ 5/3/2023(ନାଉଗାଁ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ କୋରୁଅ ପଞ୍ଚାୟତ ଗାରୋଇ ଗ୍ରାମର ଜଣେ ନବବଧୂର ମୃତ୍ୟୁ ହୋଇଥିବା ଜଣାପଡିଛି | ତାହାର କାରଣ ଅସ୍ପଷ୍ଟ…
ବ୍ରଜଙ୍କ ଚାଣକ୍ୟ ନୀତି ଆଗରେ ଧମେନ୍ଦ୍ର ଫେଲ୍ :ତାଳଚେର ବିଜେଡ଼ିକୁ ଶକ୍ତି ଯୋଗାଉଛି ବିଜେପି ପ୍ରଧାନ ଶକ୍ତି ତାଳଚେର : ତାଳଚେରରେ ବିଜେପି କୁ ଚେକ୍ ଦେବା ପାଇଁ ବିଜେଡି କିଭଳି ଚାଲାକି ରେ ରାଜନୀତି କରୁଛି ତାର ଟେର ବି ପାଇବା ଭା ଜ…
ୟୁକ୍ରେନ ରେ ଫସିଛନ୍ତି ଅଞ୍ଚଳଗୁମା ଡାକ୍ତରୀ ଛାତ୍ର । ରୁଷିଆ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ବେଳେ ଏହା ଭୟଙ୍କର ଦିଗକୁ ଗତି କରୁଛି।ଏହି ସମୟରେ ତେନ୍ତୁଳିଖୁଣ୍ଟି ବାସୀଙ୍କ ପାଇଁ ଆସିଛି ଚିନ୍ତାଜନକ ଖବର । ୟୁକ୍ରେନରେ…