Breaking news ଖଣି ବ୍ୟବସାୟୀଙ୍କ ଘରେ EDରେଡ୍ Sukanta NayakJanuary 8, 2025 ବ୍ୟବସାୟୀ ରତ୍ନାକର ରାଉତଙ୍କ ଘରେ ରେଡ୍ଭୁବନେଶ୍ୱର, ଢେଙ୍କାନାଳ ସମେତ ୧୪ଟି ସ୍ଥାନରେ ଚଢ଼ାଉବେଆଇନ ଅର୍ଥ କାରବାର ନେଇ ଚଢ଼ାଉ କରୁଛି EDଚଢ଼ାଉ ବେଳେ ଟଙ୍କା କାରବାରର ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ
୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ସାନହୁଲ୍ଲାର କୋଅପରେଟିଭ ସୋସାଇଟି ସମ୍ପାଦକ । ଫୋକସ ପ୍ଲସ:06/04( ଅନୁଗୁଳ) ଲାଞ୍ଚ ନେଉଥିବା ବେଳେ ପୁଣି ଥରେ ଧରାପଡ଼ିଲେ ଆଉ ଜଣେ ସରକାରୀ ବାବୁ। ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଅନୁଗୁଳ…
ନା ଅଛି କାମର ପ୍ରକଳ୍ପରନାମ ଫଳକ। ନା ଶୁଣୁଛନ୍ତି ବିଭାଗୀୟ ଅଧିକାରୀ | ଫୋକସପ୍ଲସ 23/11/2023; କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ରଣସପୁର ଅନ୍ତର୍ଗତ ପଣସପଦର ଗ୍ରାମ ଠାରୁ ଲାଠିକୋଟାର ଠୁ ଭାଲୁମହୁଲ ଲାଠିକୋଟାର ଠାରୁ ମରଡ଼ା ମାଲିଗୁଡା ଠାରେ ଚାଲିଛି…
କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ପୂର୍ବତନ ବିଧାୟକ ଚମ୍ପୁଆ ଏନଏସି ନିର୍ବାଚନର ବିଜେଡିର ବିପୁଳ ବିଜୟ ପାଇଁ ଅଣ୍ଟା ଭିଡିଛନ୍ତି ପୂର୍ବତନ ବିଧାୟକ ତଥା ମା ଜଗତଜନନୀ ସେବା ଟ୍ରଷ୍ଟ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ମହାକୁଡ଼…