accidentBreaking news ଚା ଦୋକାନ ଭିତରକୁ ପଶିଗଲା ଟ୍ରାକ୍ଟର Sukanta NayakDecember 17, 2024 ଚାଦୋକାନଭିତରକୁପଶିଗଲାଟ୍ରାକ୍ଟର କଟକ ସେଲଟର ଛକ ଅଞ୍ଚଳର ଘଟଣାଅଳ୍ପକେ ବର୍ତ୍ତିଲେ ଦୋକାନୀ ଓ ଗ୍ରାହକଟ୍ରାକ୍ଟରର ବ୍ରେକ ଫେଲ ହୋଇଯାଇ ଥିବା ସୂଚନା
ପରୀକ୍ଷା ଦେବା ବଦଳରେ ମେଡିକାଲରେ ଭର୍ତ୍ତି ଫୋକସ ପ୍ଲସ 14/3/23(ବ୍ୟୁରୋ): ଆନନ୍ଦପୁରରେ ସକାଳୁ ସକାଳୁ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ପରୀକ୍ଷାର୍ଥୀଙ୍କୁ ପିଟିଦେଲା ବାଇକ। ପରୀକ୍ଷା ଦେବା ପାଇଁ ସ୍କୁଲକୁ ଯିବା ପରିବର୍ତ୍ତେ ଦୁର୍ଘଟଣାରେ…
ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା। ଭୁବନେଶ୍ୱର : ପୁଣି ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଧା ରହିଗଲା ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ। ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା। ଯାତ୍ରୀ ମାନଙ୍କୁ…
ଇଲେକ୍ଟ୍ରି ଖୁଂଟରେ ଧକ୍କାଦେଲା କାର, ଚାଳକ ମୃତ ଅନ୍ୟ ଜଣେ ଆହତ । ଘସିପୁରା06/01/24; ନୂତନ ବର୍ଷ ଆରମ୍ଭରୁ ପ୍ରତେକ ଦିନ କିଛିନା କିଛି ଦୃଘଟଣା ଘଟି ଅନେକେ ଧନଜୀବନ ନଷ୍ଟ ହୋଇଥିବା ବେଳେ ଆଜି ସକାଳୁ ସକାଳୁ ନିଜ କାର…