Breaking newsଅପରାଧଆଞ୍ଚଳିକ ଲାଞ୍ଚ ନେଉଥିଲେ ସେକ୍ସନ ଅଫିସର,ମାଡ଼ିବସିଲା ଭିଜିଲାନ୍ସ! Sukanta NayakDecember 17, 2024 ଭିଜିଲାନ୍ସ ଜାଲରେ BEO ଅଫିସ ସେକ୍ସନ ଅଫିସର ରଂଜିତ ଷଡ଼ଙ୍ଗୀଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲାଞ୍ଚ ନେବା ବେଳେ ଧରାପଡ଼ିଲେପେନ୍ସନ କରାଇଦେବାକୁ ନେଉଥିଲେ ୧୦ ହଜାର ଟଙ୍କା ଲାଞ୍ଚନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି BEO ଅଫିସ୍ର ଘଟଣା
ପଟ୍ଟାଙ୍ଗି ରେ ବିଜୟୀ ହେଲେ କଳ୍ପନା ପାଙ୍ଗି ପଟ୍ଟାଙ୍ଗି ବ୍ଲକରେ ଅଧକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା l ଏଥିରେ ବିଜେଡି ସମର୍ଥିତ ପକ୍ଷରୁ କଳ୍ପନା ପାଙ୍ଗି ଏବଂ କଂଗ୍ରେସ ସମର୍ଥିତ ପକ୍ଷରୁ ଶସ୍ମିତା…
ଭାରତ 1.27 ଲକ୍ଷ କୋଭିଡ ମାମଲା ରେକର୍ଡ କରିଛି, ସକାରାତ୍ମକତା ହାର 7.9% କୁ ଖସି ଆସିଛି | ଶୁକ୍ରବାର ଦିନ ଭାରତରେ 1.4 ଲକ୍ଷରୁ ଅଧିକ ମାମଲା ପଞ୍ଜିକୃତ ହୋଇଥିବା ବେଳେ ଦେଶରେ ମୃତ୍ୟୁ ସଂଖ୍ୟା 5 ଲକ୍ଷ ମାର୍କ ଅତିକ୍ରମ କରିଛି। ସରକାରଙ୍କ ଅନୁଯାୟୀ,…
ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ମୋ ଓଡିଶା ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳା ମୋ ଜନମ ଭୂଇଁ ଉତ୍କଳ,କଳା ଧର୍ମ ସଂସ୍କୃତି ଆଉ ନିଆରା ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି…