Breaking newsଅପରାଧଦେଶ ବିଦେଶମୁଖ୍ୟ ଖବରରାଜ୍ୟ ଜାମ୍ମୁ ଓ କାଶ୍ମୀର: ସୁରକ୍ଷାକର୍ମୀଙ୍କ ଗୁଳିରେ ୪ଆତଙ୍କବାଦୀନିପାତ FOCUS PLUSMarch 12, 2022 ପୁଲୱାମାରେ ଜୈଶର ୨ ଆତଙ୍କବାଦୀ ମୃତ ଗାନ୍ଦରୱାଲାରେ ଲସ୍କରର ଜଣେ ଆତଙ୍କବାଦୀ ମୃତ । ହନ୍ଦୱାଡ଼ାରେ ମଧ୍ୟ ଲସ୍କରର ଆଉ ଜଣେ ଆତଙ୍କବାଦୀ ମୃତ । ୨ ଆତଙ୍କାବଦୀଙ୍କୁ କାବୁ କରାଯାଇଥିବା କାଶ୍ମୀର IGP ବିଜୟ କୁମାରଙ୍କ ସୂଚନା.
ସିମୁଳିଆ ବିଡ଼ିଓ ବିଶ୍ବରଂଜନ ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା । ବାଲେଶ୍ୱର12/01/2024: ତହସିଲଦାର ଓ ସିମୁଳିଆ ଥାନା ଅଧିକାରୀଙ୍କ ଠାରୁ ଜିଲ୍ଲାପାଳ ଖବର ପାଇବା ବାବଦରେ ଗଣମାଧ୍ୟମକୁ କହିଛନ୍ତି।ବିଡିଓ ୧୨.୩୦ରୁ ସରକାରୀ କ୍ୱାର୍ଟରକୁ ଯାଇ ଆଉ ଫେରି ନଥିବା…
ଆସୁଛି ବାତ୍ୟା:ଭାରତ ମହାସାଗର-ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ହେବ ଲଘୁଚାପ ବାତ୍ୟାର ରୂପ ନେବା ନେଇ ଚର୍ଚ୍ଚା ଜୋର ଧରିଛି । ଏହି ପ୍ରସଙ୍ଗରେ ବର୍ତ୍ତମାନ ସୁଦ୍ଧା ବାତ୍ୟା ଆକଳନ ହୋଇନଥିବା ଆଇଏମଡି ଡିଜି ମୃତ୍ୟୁ ମହାପାତ୍ର…
ପାଣି ପାଇଁ ହାହାକାର ଫୋକସ ପ୍ଲସ ୧୬/୬/୨୨(ଯାଜପୁର ): ଜଳ ବିନା ଜୀବନ ଅସମ୍ଭବ,ତେଣୁ ଯେଉଁ ପରି ଚଲିତ ବର୍ଷ ଖରା ହେଉଛି ଓ ସ୍ଥାନୀୟ ଅଞ୍ଚଳ ରେ କଳକାରଖାନା ଗଡି…