Breaking newsଅପରାଧଦେଶ ବିଦେଶମୁଖ୍ୟ ଖବରରାଜ୍ୟ ଜାମ୍ମୁ ଓ କାଶ୍ମୀର: ସୁରକ୍ଷାକର୍ମୀଙ୍କ ଗୁଳିରେ ୪ଆତଙ୍କବାଦୀନିପାତ FOCUS PLUSMarch 12, 2022 ପୁଲୱାମାରେ ଜୈଶର ୨ ଆତଙ୍କବାଦୀ ମୃତ ଗାନ୍ଦରୱାଲାରେ ଲସ୍କରର ଜଣେ ଆତଙ୍କବାଦୀ ମୃତ । ହନ୍ଦୱାଡ଼ାରେ ମଧ୍ୟ ଲସ୍କରର ଆଉ ଜଣେ ଆତଙ୍କବାଦୀ ମୃତ । ୨ ଆତଙ୍କାବଦୀଙ୍କୁ କାବୁ କରାଯାଇଥିବା କାଶ୍ମୀର IGP ବିଜୟ କୁମାରଙ୍କ ସୂଚନା.
ମଙ୍ଗଳବାର ଓଡିଶା ଆସିବେ ପ୍ରଧାନମନ୍ତ୍ରୀ; ଆସିଲା ବିସ୍ତୃତ ବିବରଣୀ ଭୁବନେଶ୍ୱର, ୧୧/୦୯: ଆସିଲା ଏକ ବଡ ଖବର l ପୁଣି ଓଡିଶା ଗସ୍ତରେ ଆସିବେ ମୋଦି l ଆସନ୍ତା ୧୭ ତାରିଖ ଅର୍ଥାତ ମଙ୍ଗଳବାର ଦିନ ଓଡିଶା…
ବିଦ୍ୟୁତ ଆଘାତରେ ଯୁବକ ଗୁରୁତ୍ୱର ଫୋକସ ପ୍ଲସ (କଙ୍କଡାହାଡ଼) ୨୧/୦୬/୨୦୨୨ : କଙ୍କଡାହାଡ଼ ଥାନା କଣ୍ଟାପାଳ ଗ୍ରାମରେ ବିଦ୍ୟୁତ ଆଘାତରେ ପୋଡି ହୋଇ ଜଣେ ଯୁବକ ଗୁରୁତର ହୋଇଛନ୍ତି |ନିଜର ଅଜାଣତରେ ଯୁବକ…
ନାଳ କୁ ପାଣି ପାଇଁ ଯାଇଥିବା ସମୟରେ ହାତୀ ଆକ୍ରମଣ ରେ ମହିଳା ମୃତ | କଳାହାଣ୍ଡି11/11/2023;ନାଳ କୁ ପାଣି ପାଇଁ ଯାଇଥିବା ସମୟରେ ହାତୀ ଆକ୍ରମଣ ରେ ମହିଳା ମୃତ | ଗତକାଲି କଳାହାଣ୍ଡି ଜିଲ୍ଲା ରାମପୁର ବ୍ଲକ ଅନ୍ତର୍ଗତ ସୁଡେଂଗପଦର…