ଖେଳ ଦିନିକିଆରୁ ଅବସର ନେଲେ ଗ୍ଲେନ୍ Sukanta NayakJune 2, 2025 ଦିନିକିଆରୁ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଅବସର୧୩ ବର୍ଷର ODI କ୍ୟାରିୟରରୁ ନେଲେ ଅବସର୩୮ ବର୍ଷୀୟ ମ୍ୟାକ୍ସୱେଲ୍ ୧୪୯ଟି ODI ଖେଳିଛନ୍ତିଅଷ୍ଟ୍ରେଲିଆର ୨ଟି ବିଶ୍ବକପ୍ ବିଜୟୀ ଦଳର ସଦସ୍ୟ ଥିଲେ
ଆଜିଠାରୁ ଏସିଆ କପ୍ ପାଇଁ ଲଢ଼େଇ ଆରମ୍ଭ ଏସିଆ କପରେ ଭାରତ ସବୁଠାରୁ ସଫଳ ଦଳ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ, ଭାରତୀୟ ଦଳ ଏଥର ମଧ୍ୟ ଚମତ୍କାର ପ୍ରଦର୍ଶନ କରିବାକୁ ଚାହିଁବ।ଭାରତୀୟ ଦଳ ଶ୍ରୀଲଙ୍କା, ପାକିସ୍ତାନ…
ଇଂଲଣ୍ଡ କ୍ରିକେଟ ଟିମ୍ ର କୋଚ ହୋଇ ପାରନ୍ତି ରବି ଶାସ୍ତ୍ରୀ ! ଫୋକସ ବ୍ୟୁର :ଟେଷ୍ଟରେ ଇଂଲଣ୍ଡ ଟିମ୍ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରଖିଛି । କୋଚ ବ୍ରେଣ୍ଡନ ମ୍ୟାକକୁଲାମଙ୍କ ବେଜବଲ ଫର୍ମୂଲା ସମ୍ପୂର୍ଣ୍ଣ ଭାବେ ଫେଲ ମାରିଛି ।…
ନିଜ ଦେଶକୁ ଫେରି କାନ୍ଦି ପକାଇଲେ ଭିନେଶ ନୂଆଦିଲ୍ଲୀ : ପ୍ୟାରିସ ଅଲିମ୍ପିକ୍ସ ପରେ ଭାରତ ଫେରିଛନ୍ତି କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ। ଆଜି ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ…