ଖେଳ ଦିନିକିଆରୁ ଅବସର ନେଲେ ଗ୍ଲେନ୍ Sukanta NayakJune 2, 2025 ଦିନିକିଆରୁ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଅବସର୧୩ ବର୍ଷର ODI କ୍ୟାରିୟରରୁ ନେଲେ ଅବସର୩୮ ବର୍ଷୀୟ ମ୍ୟାକ୍ସୱେଲ୍ ୧୪୯ଟି ODI ଖେଳିଛନ୍ତିଅଷ୍ଟ୍ରେଲିଆର ୨ଟି ବିଶ୍ବକପ୍ ବିଜୟୀ ଦଳର ସଦସ୍ୟ ଥିଲେ
୧୫ତମ ଆନ୍ତମହାବିଦ୍ଯାଳୟ ମହିଳା କବାଡି ଟୁର୍ନାମେଣ୍ଟ ଉଦଯାପିତ | ଗଞ୍ଜାମ 09/11/23:ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଆନୁକୁଲ୍ୟରେ ବୁଗୁଡ଼ା ପିପୁଲ୍ସ କଲେଜ ଠାରେ ୧୫ତମ ଆନ୍ତମହାବିଦ୍ଯାଳୟ ମହିଳା କବାଡି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି,ଏହି ଟୁର୍ଣ୍ଣାମେଣ୍ଟରେ ୧୧ଟି ଦଳ ଯୋଗଦେଇଥିଲେ…
କୋଡିଏ ବର୍ଷ ପରେ ଭାରତକୁ ମିଳିଲା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନର ଅଧିକାର ଭାରତକୁ ଫେରିବ ରାଜ୍ୟଗୋଷ୍ଠୀ କ୍ରୀଡ଼ା । ଭାରତର ୨୦୩୬ ଅଲିମ୍ପିକ୍ସ ଆୟୋଜନ ସ୍ଵପ୍ନକୁ କରିବ ପ୍ରଗାଢ଼। ଦୀର୍ଘ୨୦ ବର୍ଷ ପରେ ଭାରତକୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନର ଅଧିକାର…
ହକି ବିଶ୍ୱକପ ଉଦଘାଟନୀ ଉତ୍ସବରେ, କେତେବେଳେ ରହିଛି କେଉଁ କାର୍ଯ୍ୟକ୍ରମ ? ଫୋକସ ପ୍ଲସ 11/01/23(ବ୍ୟୁରୋ): ହକି ପୁରୁଷ ବିଶ୍ୱକପ ପାଇଁ ଉତ୍ସବ ମୁଖର ସାରା ରାଜ୍ୟ । ଆଜି ହେଉଛି ଉଦଘାଟନୀ ଉତ୍ସବ । କମ୍ପୁଛି ଏବେ କଟକ…