ଅପରାଧ ପୁଅକୁ ମାରି ବାପାର ଥାନାରେ ଆତ୍ମସମର୍ପଣ Sukanta NayakJanuary 11, 2025 ବାଲିଗୁଡ଼ା: ବାପାର ଅତର୍କିତ ଛୁରାମାଡ଼ରେ ପୁଅର ମୃତ୍ୟୁବାଟାଗୁଡା ପଞ୍ଚାୟତର ସିଙ୍ଗମିଲା ଗାଁରେ ଅଭାବନୀୟ ଘଟଣାପାରିବାରିକ କଳହରୁ 20 ବର୍ଷର ପୁଅକୁ ଛୁରାମାରି ହତ୍ୟା କଲା ବାପାଅଭିଯୁକ୍ତ ବାପା ପ୍ରାଣେଶ୍ବର ମଲ୍ଲିକର ବାଲିଗୁଡ଼ା ଥାନାରେ ଆତ୍ମସମର୍ପଣ
କାହା ଛାତ୍ର ଚାୟା ରେ ଚାଲିଛି ନକଲି ସୋଢା କାରବାର ? କାହା ଛାତ୍ର ଚାୟା ରେ ଚାଲିଛି ନକଲି ସୋଢା କାରବାର ? ଏତେ ପରିପଣ ର ନକଲି ସୋଢା ତିଆରି କରିବା ପାଇଁ ଲାଇସେନ୍ସ ଦେଲା କିଏ?…
ଅପରାଧୀଙ୍କ ଆଶ୍ରୟସ୍ଥଳ ବସ୍ତି: ଅଧିକ ଭଡ଼ା ପ୍ରଲୋଭନରେ ପାଉଛନ୍ତି ପ୍ରଶ୍ରୟ ଭୁବନେଶ୍ବର: ରାଜଧାନୀର ବସ୍ତିଗୁଡ଼ିକ ପାଲଟିଛି ଅପରାଧୀଙ୍କ ଆଡ଼ାସ୍ଥଳୀ। ପରିଚୟ ଗୋପନ ରଖି ସେମାନେ ଘର ଭଡ଼ା ନେଉଛନ୍ତି। ଅଧିକ ଭଡ଼ା ଦେବାର ପ୍ରଲୋଭନ ଦେଖାଇବାରୁ ବସ୍ତିରେ ଘର…
ପୂର୍ବ ଶତ୍ରୁତା କୁ ନେଇ ଛୁରା ମାଡ଼ ଫୋକସ ପ୍ଲସ(ଗଞ୍ଜାମ)୦୯ /୦୮/୨୦୨୨: ଛୁରା ମାଡ଼ ରେ ଜଣେ ଯୁବକ ଗୁରୁତର ଆହତ ଯୁବକ ଜଣକ କବିସୂର୍ଯ୍ୟନଗର ମେରୁବନ୍ଧ ସାହିର ଅନିରୁଦ୍ଧ ନାୟକ ବୋଲି ଜଣା ପଡିଛି…