ଅପରାଧ ପୁଅକୁ ମାରି ବାପାର ଥାନାରେ ଆତ୍ମସମର୍ପଣ Sukanta NayakJanuary 11, 2025 ବାଲିଗୁଡ଼ା: ବାପାର ଅତର୍କିତ ଛୁରାମାଡ଼ରେ ପୁଅର ମୃତ୍ୟୁବାଟାଗୁଡା ପଞ୍ଚାୟତର ସିଙ୍ଗମିଲା ଗାଁରେ ଅଭାବନୀୟ ଘଟଣାପାରିବାରିକ କଳହରୁ 20 ବର୍ଷର ପୁଅକୁ ଛୁରାମାରି ହତ୍ୟା କଲା ବାପାଅଭିଯୁକ୍ତ ବାପା ପ୍ରାଣେଶ୍ବର ମଲ୍ଲିକର ବାଲିଗୁଡ଼ା ଥାନାରେ ଆତ୍ମସମର୍ପଣ
ଚୋରା ରେ ଚାଲୁଛି ଗୋ ଚାଲାଣ ଫୋକସ ପ୍ଲସ(ନିଶ୍ଚିନ୍ତକୋଇଲି)୧୨/୦୮/୨୦୨୨: ”ଲୁଚିଛି ନାଁ ଗୋଡ଼ ଦି’ଟା ଦିଶୁଛି” ନୀତିରେ ବେଧଡକ ଚାଲିଛି ଗୋ-ଚାଲାଣ | ଖୋଦ୍ ପୋଲିସ ର ନାକ ତଳେ ଚାଲିଛି ଗୋ-ଚାଲାଣ |…
ଗୁଣି ଗାରେଡି ସନ୍ଧେହରେ ମାଡ ,ଥାନାର ଦ୍ଵାରସ୍ଥ ହେଲେ ପୀଡିତ ପରିବାର ଫୋକସ ପ୍ଲସ(ମାଲକାନଗିରି): ମାଲକାନଗିରି ଜିଲ୍ଲା ତେନ୍ତୁଳିଗୁଡା ଗ୍ରାମରେ ଗୁଣି ଗାରେଡି ସନ୍ଦେହରେ କିଛି ଗ୍ରାମବାସୀଙ୍କୁ ମାଡ ମରାଯାଇଥିବା ଅଭିଯୋଗରେ ଥାନାର ଦ୍ଵାରସ୍ଥ ହେଲେ ପୀଡିତ ପରିବାର । ମିଳିଥିବା ସୂଚନା…
ପୋଲିସ କୁ ମାଡ଼ ମାରି ବନ୍ଧୁକ ଛଡ଼ାଇ ନେଲେ। ଫୋକସ ପ୍ଲସ 2/12/22 ( ତିଗିରିଆ): ଏକ ଅପହରଣ ମାମଲାରେ ତିଗିରିଆ ଅଞ୍ଚଳରୁ ଜଣେ ଅଭିଯୁକ୍ତକୁ ଗିରଫ କରିବାକୁ ଆସୁଥିବା ଢେଙ୍କାନାଳ ସଦର ପୁଲିସଙ୍କ ଉପରେ ଆକ୍ରମଣ…