accident ବସ ରେ ଥିଲେ ୪୦ରୁ ଅଧିକ ଯାତ୍ରୀ। Sukanta NayakJune 15, 2025 ଖୋର୍ଦ୍ଧା NH-16 ପିତାପଲ୍ଲୀ ଛକରେ ଓଲଟିଲା ବସ୍ବସ୍ଟି ଭୁବନେଶ୍ୱରରୁ ପୋଲସରା ଯାଉଥିଲାଭାରସାମ୍ୟ ହରାଇ ବସ୍ ଦୁର୍ଘଟଣାଗ୍ରସ୍ତବସ୍ରେ ଥିଲେ ୪୦ରୁ ଅଧିକ ଯାତ୍ରୀ, ପହଞ୍ଚିଲା ପୋଲିସ
ରିଲ୍ସ କରୁ କରୁ ସାପ ଦଂଶନରେ ଚାଲିଗଲା ଜୀବନ ନୂଆଦିଲ୍ଲୀ ୨୧/୦୭ : ସୋସିଆଲ ମିଡିଆରେ ଆଜିକାଲି ଖୁବ ତୀବ୍ର ଗତିରେ ଭାଇରଲ ହେବାରେ ଲାଗିଛନ୍ତି ଆଜିର ଯୁବପିଢ଼ିମାନେ….ଏକ ଅଭାବନୀୟ ଘଟଣା ଦେଖିବା ମିଳିଛି ରାଜସ୍ଥାନର ଟୋଙ୍କ…
ଦୁଃଖଦ ଘଟଣା..ସାପ କାମୁଡାରେ ବାପା, ଝିଅ ମୃତ। ହରଭଙ୍ଗା : ସାପ କାମୁଡାରେ ବାପା, ଝିଅ ମୃତ। ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ହାଟପଦା ସାହିରେ।…
ଘନ କୁହୁଡି ଯୋଗୁଁ ଘଟିଛି ଦୁର୍ଘଟଣା । କରଞ୍ଜିଆ ୩୦/୦୨/୨୦୨୪: ଘନ କୁହୁଡି ଯୋଗୁଁ ଘଟିଛି ଦୁର୍ଘଟଣା,ଛିଡା ହଇଥିବା ଟ୍ରକକୁ ପିଟିଲା ଟୁରିଷ୍ଟ ବସ ,୨ ଗୁରୁତର ୧୦ରୁ ଅଧିକ ଆହତ, ଆଜି ଭୋର ୪ଟାରେ…