Breaking news ବିଳମ୍ବିତ ରାତିରେ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଡକାୟତି Sukanta NayakJanuary 26, 2025 ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ବାସଭବନରୁ ଚୋରିନିରଞ୍ଜନଙ୍କ ଘରୁ ନଗଦ ଟଙ୍କା ସହିତ ସୁନା ଗହଣା ଲୁଟ୍ଲୁଟ୍ ପରେ ଝରକା ତାଡ଼ି ଖସିଗଲେ ଲୁଟେରା
ଥୁଆମୂଳ ରାମପୁର ଥାନା ଏ ଏସ ଆଇ ଭିଜିଲାନ୍ସ ହାତରେ ଧରାପଡିଲାପରେ ଏବେ ଥୁଆମୂଳ ରାମପୁର ଅଞ୍ଚଳର ଲାଞ୍ଜୁଆ ଅଫିସର ଙ୍କୁ କୁକୋୟା ଭୟ ସୃଷ୍ଟି ହେଲାଣି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସରକାରୀ ବଷ୍ଟାଣ୍ଡ ପାଖରେ ଥୁଆମୂଲ୍ ରାମପୁର ଥାନା A SI ରମେଶ ଚନ୍ଦ୍ର ପଟ୍ଟନାୟକ। ଜଣକ ଠାରୁ ଟଙ୍କା ଲାଞ୍ଚ ନେଉଥିବା ବେଳେ…
ଓଡ଼ିଶାର ଅଙ୍ଗନୱାଡ଼ି ଦିଦିଙ୍କୁ କେନ୍ଦ୍ର ସରକାର ମୋଟ ୮୧୧୬୫ଟି ସ୍ମାର୍ଟଫୋନ୍ ଯୋଗାଇ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପୋଷଣ ଅଭିଯାନ ଅନ୍ତର୍ଗତ ଅଙ୍ଗନୱାଡ଼ି କର୍ମୀଙ୍କୁ ଡିଜିଟାଲ ସଶକ୍ତିକରଣ କରିବା ସହ ପିଲାମାନଙ୍କର ସ୍ୱାସ୍ଥ୍ୟ ଅଭିବୃଦ୍ଧି ଉପରେ ନଜର ରଖିବାକୁ…
ସମୁଦାୟ ୧୬ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସିତ । ବଢୁଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର । ସମୁଦାୟ ୧୬ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସିତ । ହୀରାକୁଦ ଜଳଭଣ୍ଡାରକୁ ଇନଫ୍ଲୋ ବଢିବାରେ ଲାଗିଥିବାବେଳେ ଆଜି…