Breaking news ବିଳମ୍ବିତ ରାତିରେ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଡକାୟତି Sukanta NayakJanuary 26, 2025 ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ବାସଭବନରୁ ଚୋରିନିରଞ୍ଜନଙ୍କ ଘରୁ ନଗଦ ଟଙ୍କା ସହିତ ସୁନା ଗହଣା ଲୁଟ୍ଲୁଟ୍ ପରେ ଝରକା ତାଡ଼ି ଖସିଗଲେ ଲୁଟେରା
ଶ୍ରୀଜିଉଙ୍କ ୫ ଘଣ୍ଟା ଦର୍ଶନ ବନ୍ଦ, ହେଲେ କାହିଁକି? ପଢ଼ନ୍ତୁ ପୁରା ଖବର ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି୫ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
ବିକାଶ ନାମରେ ମହିଳାଙ୍କୁ ପ୍ରତାରଣା : ଇନ୍ଦିରା ଆବାସ କେବେ? ତାଳଚେର : ତାଳଚେର ବ୍ଲକ ଅନ୍ତର୍ଗତ ଗୁରୁଜାଙ୍ଗ ଗ୍ରାମରେ ଜୈନିକା ମହିଳାଙ୍କୁ ଇନ୍ଦିରା ଆବାସ ଯୋଜନା ଯୋଗାଇ ଦେବାକୁ ଖୋଦ୍ ସରକାରୀ ବାବୁମାନେ ପ୍ରତିଶ୍ରୁତିଦେଇ ପରେ ପ୍ରତାରଣା…
ଆମପାଣି ଘାଟି ରେ ପେଟ୍ରୋଲ ଟେଙ୍କର ଦୁର୍ଘଟଣା । ଫୋକସ ପ୍ଲସ 8/12/2022( କୋକସରା): ଆମପାଣି ଘାଟି ରେ ପେଟ୍ରୋଲ ଟେଙ୍କର ଦୁର୍ଘଟଣା । ଆଜି କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଆମପାଣି ଘାଟି ରାସ୍ତାରେ…