ଦେଶ ବିଦେଶ ଭାରତ ସହ ବାଣିଜ୍ୟ କଥା ବାର୍ତ୍ତା ସ୍ଥଗିତ କଲେଟ୍ରମ୍ପ Sukanta NayakAugust 8, 2025 ଆଗ ସମାଧାନ ପରେ ଆଲୋଚନା କହିଲେ ଟ୍ରମ୍ପରୁଷିଆ ସହ ତେଲ କିଣା ଚୁକ୍ତି ସମାଧାନ ନହେବା ଯାଏ ସ୍ଥଗିତଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଭାରତ ଉପରେ ୫୦ % ଟାରିଫ ଘୋଷଣା କରିଛନ୍ତି ଟ୍ରମ୍ପ
ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ ଫୋକସ ପ୍ଲସ ୩/୨/୨୩(ବ୍ୟୁରୋ): ମଝି ଆକାଶରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନରେ ଲାଗିଲା ନିଆଁ।| ଯାତ୍ରୀଙ୍କୁ ଧରି ୧,୦୦୦ ଫୁଟ ଉଚ୍ଚକୁ ବିମାନ ଉଡ଼ାଣ ଭରି ଥିବାବେଳେ…
ସବୁଜ ରଙ୍ଗରୁ ଧଳା ହେଇଯିବ ସ୍ପ୍ରାଇଟ୍ ନୂଆଦିଲ୍ଲୀ ୩୦/୭: ସ୍ପ୍ରାଇଟ୍ କମ୍ପାନୀର କୋ୍ଲଡ ଡ୍ରିଂକ୍ସ ପ୍ରାୟ ସମସ୍ତେ ପିଇବାକୁ ପସନ୍ଦ କରନ୍ତି । କମ୍ପାନୀର ନାଁ ମାର୍କେଟରେ ଏତେ ପରିମାଣରେ ପରିଚିତ ହୋଇ ଯାଇଛି…
ପୁଣି ଭୂକମ୍ପରେ ଥରିଲା ତୁର୍କୀ ତୁର୍କୀ : ପୁଣି ଭୂକମ୍ପରେ ଥରିଲା ତୁର୍କୀ । ୬.୧ ତୀବ୍ରତାର ଭୂକମ୍ପରେ ଦୋହଲି ଯାଇଛି ପଶ୍ଚିମ ତୁର୍କୀ। ଇସ୍ତାନବୁଲ, ଟୁରିଷ୍ଟ ହଟସ୍ପଟ୍ ଇଜମିର ସମେତ ପଶ୍ଚିମ…