ଖେଳ ଭାରତ ୩୬୯ରେ ଅଲ୍ଆଉଟ୍ Sukanta NayakDecember 29, 2024 ମେଲବର୍ଣ୍ଣରେ ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟ ମ୍ୟାଚ୍-୪ର୍ଥ ଦିନରେ ଭାରତ ୩୬୯ରେ ଅଲ୍ଆଉଟ୍-ଭାରତ ପକ୍ଷରୁ ନୀତିଶି ରେଡ୍ଡୀଙ୍କ ସର୍ବାଧିକ ୧୧୪ ରନ୍ର ଇନିଂସ୍-ଦ୍ବିତୀୟ ଇନିଂସ୍ରେ ଅଷ୍ଟ୍ରେଲିଆ ପକ୍ଷରୁ ବ୍ୟାଟିଂ ଜାରି-୫ ଟିକିଆ ସିରିଜ୍ ୧-୧ରେ ବରାବର
ବିଶ୍ବର ନମ୍ବର-୧ ବ୍ୟାଟର ହେଲେ ରୋହିତ୍ ଟିମ୍ ଇଣ୍ଡିଆର ଅଭିଜ୍ଞ ଖେଳାଳି ରୋହିତ ଶର୍ମା ଏବେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୩୮ ବର୍ଷ ବୟସରେ, ରୋହିତ ପ୍ରଥମ ଥର ପାଇଁ ICC…
ଆସୁଛି ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ ଫୋକସ ପ୍ଲସ (ବ୍ୟୁରୋ): ଆରମ୍ଭ ହେବାକୁ ଯାଉଛି ମଙ୍ଗଳବାର ରୁ ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ।ଏନେଇ ସମସ୍ତ ପ୍ରସ୍ତୁତି ସରିଛି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ…
ରାଞ୍ଚିରେ ଟିମ୍ ଇଣ୍ଡିଆର ୩୪୯ ରନ୍ର ବିଶାଳ ସ୍କୋର ରାଞ୍ଚିରେ ଟିମ୍ ଇଣ୍ଡିଆର ୩୪୯ ରନ୍ର ବିଶାଳ ସ୍କୋରବିରାଟ୍ ଓ ରୋହିତଙ୍କ ପରେ ରାହୁଲ ଖେଳିଲେ ଦମଦାର ଇନିଂସଅଧିନାୟକ କେଏଲ ରାହୁଲଙ୍କ ବ୍ୟାଟରୁ ୬୦ ରନ୍ର ଇନିଂସଦକ୍ଷିଣ…