accidentBreaking news ରାସ୍ତା ତଳକୁ ଖସିଗଲା ଯାତ୍ରାପାର୍ଟି ବସ୍ Sukanta NayakMay 5, 2025 ରାସ୍ତା ତଳକୁ ଖସିଗଲା ଯାତ୍ରାପାର୍ଟି ବସ୍ ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ କଳାକାର ପୁରୀ ନିମାପଡ଼ା ବ୍ଲକ ନୂଆସନ୍ଥ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା ଭାରସାମ୍ୟ ହରାଇ କେନାଲ ବନ୍ଧରେ ଅଧା ଝୁଲି ରହିଲା ‘ରାଜନନ୍ଦିନୀ ବସ୍’
ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ବସ୍ କଳାହାଣ୍ଡି ଜୁନାଗଡ଼ ନିକଟରେ ଜଳିଗଲା ବସ୍ବଲଦିଆମାଲ ଛକରେ ଜଳିଗଲା ଘରୋଇ ବସ୍ !ନିଆଁ ଲାଗିବା ପୂର୍ବରୁ ସମସ୍ତ ଯାତ୍ରୀ ଉଦ୍ଧାର ହେଲେସ୍ଥାନୀୟ ଲୋକଙ୍କ ଉଦ୍ୟମରେ ସବୁ ଯାତ୍ରୀ…
ସାଲିମାର ଟ୍ରେନ ଧକ୍କାରେ ଦନ୍ତାହାତୀ ମୃତ୍ୟୁ ଘଟଣା ସାଲିମାର ଟ୍ରେନ ଧକ୍କାରେ ଦନ୍ତାହାତୀ ମୃତ୍ୟୁ ଘଟଣାରେ ଗ୍ରାମବାସୀଙ୍କ ମଧ୍ୟରେ ଦେଖା ଦେଇଛି ତୀବ୍ର ଅସନ୍ତୋଷ, ବନବିଭାଗ ଓ ରେଳ ବିଭାଗ ଦୁହିଁଙ୍କ ଅବହେଳା ଯୋଗୁଁ ନିରୀହ…
ଗ୍ୟାସ ଟାଙ୍କି ଫାଟି ଚାରି ବଖରା ଘର ନଷ୍ଟ, ଲକ୍ଷାଧିକ ଟଙ୍କା ର ସମ୍ପତି ନଷ୍ଟ, ଅଳ୍ପକେ ବର୍ତିଲେ ପରିବାର ଲୋକେ | ଅନୁଗୁଳ12/12/2023; ପାଲଲହଡା ଝିମିରପାଲି ଗାଁ ରେ ଅଭାବ ନିୟ ଘଟଣା ଗ୍ୟାସ ଟାଙ୍କି ଫାଟି ଚାରି ବଖରା ଘର ନଷ୍ଟ, ଅଳ୍ପକେ ବର୍ତିଲେ ପରିବାର ଲୋକେ l…