accident ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ବସ୍ Sukanta NayakJanuary 9, 2025 କଳାହାଣ୍ଡି ଜୁନାଗଡ଼ ନିକଟରେ ଜଳିଗଲା ବସ୍ବଲଦିଆମାଲ ଛକରେ ଜଳିଗଲା ଘରୋଇ ବସ୍ !ନିଆଁ ଲାଗିବା ପୂର୍ବରୁ ସମସ୍ତ ଯାତ୍ରୀ ଉଦ୍ଧାର ହେଲେସ୍ଥାନୀୟ ଲୋକଙ୍କ ଉଦ୍ୟମରେ ସବୁ ଯାତ୍ରୀ ଉଦ୍ଧାର‘ଗୌରବ’ ବସ୍ ଜୟପୁରରୁ ରାଉରକେଲା ଯାଉଥିଲା
ପୋଲ ତଳକୁ ଖସିପଡିଲା BMW, ୩ ମୃତ ମୁମ୍ବାଇ କୋଷ୍ଟାଲ ରୋଡରେ ଭୟାବହ ଦୁର୍ଘଟଣା । ବ୍ରିଜରୁ ତଳକୁ ଖସିଲା ଦ୍ରୁତଗାମୀ BMW କାର । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ…
କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ କୋଇଲା ଖଣିରେ ଘଟିଛି ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣର ମାତ୍ରା ଏତେ ଭୟଙ୍କର ଥିଲା ଯେ ପାଖାପାଖି ୫୧ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦…
ଦୁର୍ଘଟଣା ନେଲା ୪ ଜୀବନ ନୂଆଦିଲ୍ଲୀ: ଦୁର୍ଘଟଣା ନେଲା ୪ ଜୀବନ | ବୁଧବାର ଉତ୍ତରାଖଣ୍ଡର ଭୀମତାଲ ସହର ନିକଟରେ ଏକ ବସ୍ ଖାତକୁ ଖସିଯିବା ପରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ସାମ୍ନାକୁ…