Breaking news ସମୁଦ୍ର କୂଳରେ ଛୋଟ ଛୋଟ କୁଟୀରରେ ମଦ ମିଳିବ Sukanta NayakAugust 31, 2024August 31, 2024 ସମୁଦ୍ର ବେଳାଭୂମୀରେ ଏଣିକି ମିଳିବ ମଦନୂଆ ଅବକାରୀ ନୀତିରେ ପର୍ଯ୍ୟଟନକୁ ପ୍ରୋତ୍ସାହନସମୁଦ୍ର କୂଳରେ ଛୋଟ ଛୋଟ କୁଟୀରରେ ମଦ ମିଳିବପର୍ଯ୍ୟଟନ ବିଭାଗ ଅନୁମତି ଆବଶ୍ୟକବାର୍ରେ ଡ୍ୟାନ୍ସ ପରିବେଷଣ କରିପାରିବେ ନାହିଁବାର୍ରେ ଗୀତକୁ ହଁ ଓ ନାଚକୁ ନା
ଜୁନ ୯ରେ ରାୟ ଶୁଣାଇବେ କୋର୍ଟ ଫୋକସ ପ୍ଲସ 24/5/22(ନୂଆଦିଲ୍ଲୀ): ଦିଲ୍ଲୀ ସାକେତ କୋର୍ଟରେ କୁତବ ମୀନାର ମାମଲାର ଶୁଣାଣି ଶେଷ। ଆସନ୍ତା ଜୁନ୍ ୯ ତାରିଖରେ ରାୟ ଶୁଣାଇବେ କୋର୍ଟ। ଆଜି ଏଏସଆଇ…
ଆଜି ହେଉଛି ବିଶ୍ଵ ଆସ୍ଥମା ଦିବସ ଫୋକସ ପ୍ଲସ 2/5/23 (ବ୍ୟୁରୋ): ପ୍ରତିବର୍ଷ ମେ’ ମାସର ପ୍ରଥମ ମଙ୍ଗଳବାରକୁ ବିଶ୍ଵ ଆସ୍ଥମା ଦିବସ ଭାବେ ପାଳନ କରାଯାଏ। ଆସ୍ଥମା ରୋଗ ସମ୍ପର୍କରେ ଲୋକଙ୍କୁ ସେଚତନ…
ଓଡ଼ିଶାରୁ ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ଏଏସପି ରବୀନ୍ଦ୍ର ପଣ୍ଡାଙ୍କୁ ମିଳିବ ରାଷ୍ଟ୍ରପତି ପଦକ-କମାଣ୍ଡାଣ୍ଟ ନରେଶ ପଟେଲଙ୍କୁ ମିଳିବ ରାଷ୍ଟ୍ରପତି ପଦକ-ଦେଶର ୧୦୯୦ ଜଣଙ୍କୁ ମିଳିବ ସମ୍ମାନ-ବିଶେଷ ସେବା ପାଇଁ ୯୯ ଜଣଙ୍କୁ ମିଳିବ…