ଅପରାଧ ସୁଧୁରୁ ନାହାନ୍ତି ନାଣ୍ଡୁ!ଆସୁଛି ଅଭିଯୋଗ ପରେ ଅଭିଯୋଗ। Sukanta NayakJune 9, 2025 ବଢ଼ିଲା ଯାତ୍ରା ମାଲିକ ନାଣ୍ଡୁଙ୍କ ପାଇଁ ଅଡ଼ୁଆଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁଙ୍କ ନାଁରେ ଏତଲାଲିଙ୍ଗରାଜ ଥାନାରେ ଏତଲା ଦେଲେ ଅଭିନେତ୍ରୀ ପୂଜାଯାତ୍ରାରେ ସୁଯୋଗ ଦେବା କହି କମ୍ପ୍ରମାଇଜ କରିବାକୁ କହିଥିବା ଏତଲାରେ ଉଲ୍ଲେଖ
ବାଣ ଗୋଦାମରେ ଚଢ଼ାଉ,ଲକ୍ଷାଧିକ ଟଙ୍କାର ବାଣ ଜବତ ଫୋକସ ପ୍ଲସ(ସାନଖେମୁଣ୍ଡି): ବୁଧବାର ସନ୍ଧ୍ୟା ସମୟରେ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ । ଲକ୍ଷାଧିକ ଟଙ୍କାର ବାଣ ଜବତ କରିବା ସହ 4 ଜଣଙ୍କୁ ଗିରଫ…
ଫ୍ଲିପକାର୍ଟରୁ ଆଇଫୋନ୍ ମଗାଇଲେ, ପରେ ତଣ୍ଟି ଚିପି ମାରିଦେଲେ ! ଲକ୍ଷ୍ମୌ : ମହଙ୍ଗା ପଡିଲା ଗ୍ରାହକଙ୍କୁ ଡେଲିଭରି କରିବା । ଅକାଳରେ ଚାଲିଗଲା ଜଣେ ଡେଲିଭରି ବୟ ର ଜୀବନ। ଜଣେ ଗ୍ରାହକ ଫ୍ଲିପକାର୍ଟରେ ଆଇଫୋନ୍ ମଗାଇଥିଲେ।…
ଜେଲ୍ ଗଲେ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଫୋକସ ପ୍ଲସ(ଉଦଳା)୨/୦୮/ ୨୦୨୨:ଉଦଳା ଥାନା ଅନ୍ତର୍ଗତ ରାଢ ଲୁଇପା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଆଦିକନ୍ଦ ଦେ ଙ୍କ ନାମରେ ପୂର୍ବରୁ ବିଭିନ୍ନ ଦୁର୍ନୀତିର ଅଭିଯୋଗ ହୋଇଥିଲା ।ଶ୍ରୀଯୁକ୍ତ…