ଅପରାଧ ସୁଧୁରୁ ନାହାନ୍ତି ନାଣ୍ଡୁ!ଆସୁଛି ଅଭିଯୋଗ ପରେ ଅଭିଯୋଗ। Sukanta NayakJune 9, 2025 ବଢ଼ିଲା ଯାତ୍ରା ମାଲିକ ନାଣ୍ଡୁଙ୍କ ପାଇଁ ଅଡ଼ୁଆଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁଙ୍କ ନାଁରେ ଏତଲାଲିଙ୍ଗରାଜ ଥାନାରେ ଏତଲା ଦେଲେ ଅଭିନେତ୍ରୀ ପୂଜାଯାତ୍ରାରେ ସୁଯୋଗ ଦେବା କହି କମ୍ପ୍ରମାଇଜ କରିବାକୁ କହିଥିବା ଏତଲାରେ ଉଲ୍ଲେଖ
ଯୁବତୀଙ୍କୁ ଅପହରଣ l ଫୋକସ ପ୍ଲସ 6/12/2022(ବାଙ୍କୀ): ଏକ ତାରିଖ ସାନ୍ଧ୍ୟରେ ଘରକୁ ଫେରିବା ବାଟରେ ବାଙ୍କୀ ଥାନା ଅନ୍ତର୍ଗତ ଡମପଡା କଲେଜ ଛକର ହନୁମାନ ମନ୍ଦିର ନିକଟରୁ ଯୁବତୀଙ୍କ ଅପହରଣ…
ଅଟୋ ଚାଳକଙ୍କ ଠାରୁ ଲାଞ୍ଚ ନେଇ ଧରା ପଡ଼ିଲେ ଆୟୁଷ ଡାକ୍ତର,ଭିଜିଲାନ୍ସ ବିଭାଗ ଗିରଫ କଲା ଫୋକସ ପ୍ଲସ (ସୁନ୍ଦରଗଡ଼)୨୨/୦୭/୨୦୨୨:ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଲକର ଗଏରବାହାଲ ପ୍ରାଥମିକ ଚିକିତ୍ସାଳୟର ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରା ଭିଜିଲାନ୍ସ ଜାଲରେ ,ଏକ ଅଟୋ ଦୁର୍ଘଟଣା ଲୁଚାଇବାକୁ…
ନକଲି ଜିନିଷ ଧରିଲା ଝାରସୁଗୁଡା ପୋଲିସ ଝାରସୁଗୁଡ଼ାରେ ନକଲି DEF ଅର୍ଥାତ୍ Diesel Exhaust Fluid ତିଆରି କାରଖାନା ଉପରେ ବଡ଼ ଚଢାଉ କରିଛି ପୋଲିସ। ସିରିଆବଗିଚା ଅଞ୍ଚଳରେ ଚାଲୁଥିବା ଏହି ନକଲି କାରବାରରୁ…