ବାଣିଜ୍ୟ ସୁନା କିଣିବାକୁ ଡର ଲାଗୁଛି! Sukanta NayakApril 11, 2025 ସୁନା କିଣିବାକୁ ମାଡୁଛି ଡର: ଦର 95 ହଜାର ଟଙ୍କା ପାର୍24 କ୍ୟାରେଟ୍ ସୁନା ଦର 10 ଗ୍ରାମ ପିଛା 95 ହଜାର 400 ଟଙ୍କା22 କ୍ୟାରେଟ୍ ସୁନା ଦର 10 ଗ୍ରାମ ପିଛା 87 ହଜାର 450 ଟଙ୍କା3 ଦିନ ମଧ୍ୟରେ ସୁନା ମହଙ୍ଗା ହେଲାଣି 5 ହଜାରରୁ ଅଧିକ ଟଙ୍କା
ଚିକିଟି ରେ ଖୋଲିଲା କୃଷ୍ଣଚନ୍ଦ୍ର ମେଡିକାଲ ଷ୍ଟୋର, ମୁଖ୍ୟ ଆକର୍ଷଣ ଚୁଲବୁଲି ନାୟିକା ଅର୍ଚ୍ଚିତା। ଚିକିଟି-ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ କୃଷ୍ଣଚନ୍ଦ୍ର ମେଡ଼ିକାଲ ଷ୍ଟୋର ଅଧିକା ରିହାତି ଦରରେ ଲୋକଙ୍କୁ ଔଷଧ ଦେଇ ନିଜର ପ୍ରତିଷ୍ଠା ଅର୍ଜନ କିରିଛି।ଆଜି ଚିକିଟି…
ଦୃଢ ଇଛା ଶକ୍ତି ଓ ମନବଳ ଥିଲେ, ସବୁ ସମ୍ଭବ। ଫୋକସ ପ୍ଲସ 28/5/22(ବୌଦ୍ଧ):ଦୃଢ ଇଛା ଶକ୍ତି ଆଗରେ କିଛି ଲୋଢା ନାହିଁ, ଲୋଢା କେବଳ ମନବଳ ।ଏହି କୁନି କୁନି କଳାକାର ମାନଙ୍କୁ ନା ଦରକାର ନାଟମଣ୍ଡପ,…
ବଢିଲା ଗ୍ୟାସ ଦର ବର୍ଷ ଆରମ୍ଭରୁ ବଡ ଝଟକା। ପ୍ରଥମ ଦିନରେ ହିଁ ହୋଇଛି ମହଙ୍ଗା ମାଡ ଯାହାକୁ ନେଇ ଚିନ୍ତାରେ ଖାଉଟି । କାରଣ ଅଏଲ ମାର୍କେଟିଙ୍ଗ କମ୍ପାନୀ ଗୁଡିକ…