ବାଣିଜ୍ୟ ସୁନା କିଣିବାକୁ ଡର ମାଡୁଛି Sukanta NayakApril 11, 2025 ସୁନା କିଣିବାକୁ ମାଡୁଛି ଡର: ଦର 95 ହଜାର ଟଙ୍କା ପାର୍24 କ୍ୟାରେଟ୍ ସୁନା ଦର 10 ଗ୍ରାମ ପିଛା 95 ହଜାର 400 ଟଙ୍କା22 କ୍ୟାରେଟ୍ ସୁନା ଦର 10 ଗ୍ରାମ ପିଛା 87 ହଜାର 450 ଟଙ୍କା3 ଦିନ ମଧ୍ୟରେ ସୁନା ମହଙ୍ଗା ହେଲାଣି 5 ହଜାରରୁ ଅଧିକ ଟଙ୍କା
ସରକାରଙ୍କ ମାଳମାଳ ଯୋଜନାରେ ଦୁର୍ନୀତି ଅଭିଯୋଗ ଫୋକସ ପ୍ଲସ(ସୋରଡ଼ା): ସରକାରକ ମାଳମାଳ ଯୋଜନାରେ ଦୁର୍ନୀତି ଅଭିଯୋଗ ପରେବି କରାଯାଉନାହିଁ ତଦନ୍ତ |ସୋରଡା ବ୍ଲକ ଅନ୍ତର୍ଗତ ହୂକୁମା ପଞ୍ଚାୟତରେ ବସୁଧା ଯୋଜନାରେ ମହା ଦୁର୍ନୀତି ନେଇ…
ରାମନବମୀ ରୁ ପୁଣି ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି;ରେଳ ମନ୍ତ୍ରୀ କଲେ ଘୋଷଣା I ଫୋକସ ପ୍ଲସ 4/4 (ଅନୁଗୁଳ): ରାମନବମୀରୁ ପୁଣି ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି, ରେଳ ମନ୍ତ୍ରୀ କଲେ ଘୋଷଣା ,ଅନୁଗୁଳ ଓ ତାଳଚେର ଲୋକ ସହଜରେ କରି ପାରିବେ…
ଶ୍ରମିକ ଛଟେଇ ନେଇ ଥାନା ଆଗରେ ବିକ୍ଷୋପ ଫୋକସ ପ୍ଲସ(ଗଞ୍ଜାମ) ୨୯/୦୭/ ୨୦୨୨: ଯାଜପୁର ଜିଲ୍ଲା କଳିଙ୍ଗନଗର ରେ ଥିବା ଭିସାକାରଖାନାରେ କାର୍ଯ୍ୟରତ ଚାରି ଜଣ ଠିକା ଡ୍ରାଇଭର ଙ୍କୁ ବିନା ନୋଟିସରେ ଛଟେଇ କରିଥିବା…