accident ସୁନ୍ଦରଗଡ଼: ଯାତ୍ରା ଦେଖା ହେଲା ଶେଷ ଯାତ୍ରା Sukanta NayakApril 15, 2025 ଯାତ୍ରା ଦେଖି ଫେରିବା ବେଳେ ଦୁର୍ଘଟଣାଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁବଡ଼ଗାଁ ଭୋଇପାଲି ନିକଟରେ ଦୁର୍ଘଟଣାରାସ୍ତା କଡ଼ ଟ୍ରାକ୍ଟର ପଛରେ ପିଟିଲା ବାଇକବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା
ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ରେଲୱେ ଷ୍ଟେସନରେ ମାଲବାହୀ ଟ୍ରେନ କୌଣସି କାରଣ ବଶତଃ ଲାଇନ୍ଚ୍ୟୁତ । ଢେଙ୍କାନାଳ19/01/2024: ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ରେଲୱେ ଷ୍ଟେସନରେ ଆଜି ଭୋର ୪ଟା ସମୟରେ ଏକ ମାଲବାହୀ ଖାଲିଥିବା ଟ୍ରେନ୍ ଯାଜପୁର ଜିଲ୍ଲା ବାଘୁଆପାଳ ଷ୍ଟେସନରୁ ବୁଢାପଙ୍କ ଷ୍ଟେସନ…
ରାସ୍ତା ତଳକୁ ଖସିଲା ବସ୍ ଭଦ୍ରକ : ଔପଦାରୁ ଭୁବନେଶ୍ବର ଯାଉଥିବାବେଳେ ଆଗରପଡା ବରପଦା ରାସ୍ତାର ଧୋବା ଗଡିଆ ଛକରେ ଭାରସାମ୍ୟ ହରାଇ ବସଟି ତଳକୁ ଖସି ପଡିଲା । ଓଭରଟେକ କରୁ…
ସ୍କୁବା ଡାଇଭିଂ କରୁଥିବା ବେଳେ ଅଚାନକ ଚାଲିଗଲା ଜୀବନ ସ୍କୁବା ଡାଇଭିଂ କରୁଥିବା ସମୟରେ ଦୁର୍ଘଟଣା ଘଟି ଆସାମାର ଲୋକପ୍ରିୟ ଗାୟକ ଜୁବିନ୍ ଗର୍ଗଙ୍କ ମୃତ୍ୟୁ ହୋଇଛି । ସିଙ୍ଗାପୁରରେ ସ୍କୁବା ଡ୍ରାଇଭିଂ କରୁଥିଲେ ଆଉ ଅଚାନକ…