ରାଜ୍ୟ ୧୪ରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ Sukanta NayakJanuary 4, 2025 ପଟ୍ଟାମୁଣ୍ଡାଇ: ୧୪ରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦକୁମ୍ଭୀର ଗଣନା ପାଇଁ ୧୪ରୁ ୨୧ ଯାଏଁ ବନ୍ଦ ରହିବ ଭିତରକନିକାପ୍ରଥମ କରି ଭିତରକନିକା ବାହାର ନଦୀନାଳରେ ମଧ୍ୟ ଗଣନା ହେବସୂଚନା ଦେଲେ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ
ବାପାଙ୍କ ହାତରେ ପୁଅର ଟାଟୁ ଫୋକସ ପ୍ଲସ(ବ୍ୟୁରୋ ) ୨୯/୦୭/ ୨୦୨୨:ଗାୟକ ସିଦ୍ଧୁ ମୁସେୱାଲା ନିଜେ ତାଙ୍କର ଏକ ଗୀତରେ କହିଥିଲେ ଯେ ସେ ଦୁନିଆ ଛାଡିବା ପରେ ଲୋକଙ୍କ ହାତରେ ଟାଟୁ…
ବିନା ଗଣିତରେ ଇଂଜିନିଅରିଂ ନୂତନ ଶିକ୍ଷା ବର୍ଷ ରୁ ଦ୍ୱାଦଶ ,ଶ୍ରେଣୀ ରେ ଗଣିତ ରଖି ପଢିନଥିଲେ ମଧ୍ୟ ଆର୍କିଟେକ୍ଚର ଵୟୋ ଟେକ୍ନୋଲୋନି ଓ ଫ୍ୟାସନ ଟେକ୍ନୋଲୋଜିକାଲ ଇଂଜିନିଅରିଂ କରିପାରିବେ ଛାତ୍ରଛାତ୍ରୀ…
ତୁଲାପଡ଼ା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ନିମନ୍ତେ କଳସ ଯାତ୍ରା ନର୍ଲା ବ୍ଲକ୍ ତୁଲାପଡ଼ା ଗ୍ରାମପଞ୍ଚାୟତ ରେ ତା-୧୫/୦୫/୨୨ ରବିବାର ଦିନ ବିଶାଳ କଳସ ଯାତ୍ରା ଅନୁଷ୍ଠିତ ହେଇ ଯାଇଛି l ତୁଲା ପଡ଼ା ଗାଁ ବସ୍ତି ପ୍ରାଙ୍ଗଣ…