ରାଜ୍ୟ ୧୪ରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ Sukanta NayakJanuary 4, 2025 ପଟ୍ଟାମୁଣ୍ଡାଇ: ୧୪ରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦକୁମ୍ଭୀର ଗଣନା ପାଇଁ ୧୪ରୁ ୨୧ ଯାଏଁ ବନ୍ଦ ରହିବ ଭିତରକନିକାପ୍ରଥମ କରି ଭିତରକନିକା ବାହାର ନଦୀନାଳରେ ମଧ୍ୟ ଗଣନା ହେବସୂଚନା ଦେଲେ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ
ଭାଗବତ ପ୍ରସାଦ ନନ୍ଦଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଫୋକସ ପ୍ଲସ(ବରଗଡ଼): ପୂଜ୍ୟ ପୂଜା ପରମ୍ପରାର ପୂଜାରୀ ସାରସ୍ୱତ ସାଧକ,ସମାଜସେବୀ କର୍ମଯୋଗୀ ସ୍ବର୍ଗତ ଭାଗବତ ପ୍ରସାଦ ନନ୍ଦ ଥିଲେ ବିରଳ ଓ ଅନନ୍ୟ ପ୍ରତିଭା ର ଅଧିକାରୀ…
ସୂର୍ଯ୍ୟ ମନ୍ଦିରରେ ପଶିଲା ପାଣି ଫୋକସ ପ୍ଲସ(କୋଣାର୍କ)୦୬/୦୮/୨୦୨୨ : ଆଜାଦି କି ଅମୃତ ମହୋତ୍ସବ ପାଳନ ଅବସରରେ ସମସ୍ତ ଐତିହ ସ୍ଥଳ କୁ ପ୍ରବେଶ ଶୁଳ୍କ ଛାଡ ଯୋଗୁଁ, କୋଣାର୍କସୂର୍ଯ୍ୟ ମନ୍ଦିର କୁ…
ଓଡ଼ିଶା ଡିଜିପି ଚୟନ ପ୍ରକ୍ରିୟାରେ ସସପେନ୍ସ, ୨୨ ତାରିଖକୁ ଘୁଞ୍ଚିଛି ଚୟନ ଶୁଣାଣି ଓଡ଼ିଶାର ଡିଜିପି ଚୟନ ନେଇ ପୁଣି ୨୨ ତାରିଖକୁ ଘୁଞ୍ଚିଛି ସୁପ୍ରିମକୋର୍ଟର ଶୁଣାଣି । ସୁପ୍ରିମକୋର୍ଟରେ ମାମଲା ଚାଲିଥିବାରୁ ରାଜ୍ୟରେ ଏ ଯାଏଁ ପୂର୍ଣ୍ଣକାଳୀନ ଡିଜିପି ନିଯୁକ୍ତ…