ଶିକ୍ଷା ୧୬ରୁ +୩ ନାମଲେଖା ଆବେଦନ Sukanta NayakApril 14, 2025 ଭୁବନେଶ୍ୱର: ଏପ୍ରିଲ ୧୬ରୁ +୩ ନାମଲେଖା ଆବେଦନNEP-୨୦୨୦ ଆଧାରରେ ହେବ ୨୦୨୫-୨୬ ପାଇଁ ନାମଲେଖାଛାତ୍ରଛାତ୍ରୀ SAM ପୋର୍ଟାଲରେ ମାଧ୍ୟମରେ ଆବେଦନ କରିପାରିବେଜୁଲାଇ ୧୦ ତାରିଖ ସୁଦ୍ଧା ଆରମ୍ଭ ହେବ ପାଠ୍ୟକ୍ରମ
ବ୍ୟାନର ଟାଙ୍ଗିବାକୁ ନେଇ ମୁହାଁମୁହିଁ ଛାତ୍ର ଥମୁନି ଉତ୍ତେଜନା ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବ୍ୟାନର ଟାଙ୍ଗିବାକୁ ନେଇ ଥମୁନି ଉତ୍ତେଜନା। ଗତକାଲିଠାରୁ ଏଯାଏ ଉତ୍ତେଜନା ଲାଗି ରହିଛି । ଆଜି ମଧ୍ୟ ଗୋଟିଏ ଗୋଷ୍ଠୀର ଛାତ୍ର କଲେଜ…
ଏବେ, ସ୍କୁଲ ଏବଂ କଲେଜରେ ଆୟୁର୍ବେଦର ଜ୍ଞାନ ଉପଲବ୍ଧ ହେବ NCERT ଏବଂ UGC ମିଳିତ ଭାବରେ ପାଠ୍ୟକ୍ରମ ମଡ୍ୟୁଲ୍ ପ୍ରସ୍ତୁତ କରୁଛନ୍ତି। ଭାରତ ସରକାର ଏବେ ସ୍କୁଲ ଏବଂ କଲେଜର ପାଠ୍ୟକ୍ରମରେ ଆୟୁର୍ବେଦକୁ ସାମିଲ କରିବାକୁ ଯାଉଛନ୍ତି। ନୂତନ ପାଠ୍ୟକ୍ରମ ଉପରେ କାମ ଆରମ୍ଭ ହୋଇସାରିଛି ଏବଂ ଏହାକୁ ପରବର୍ତ୍ତୀ…
ଗୁରାଣ୍ଡି ଗ୍ରାମରେ ବନ ମହୋତ୍ସବ ଫୋକସ ପ୍ଲସ (ଖଜୁରୀପଡ଼ା) ୦୨/୦୭/୨୦୨୨: ଖଜୁରୀପଡ଼ା ବ୍ଲକ ତଥା ଖଜୁରୀପଡ଼ା ବନାଞ୍ଚଳ ଅଧିନ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଖଜୁରୀପଡ଼ା ବନାଞ୍ଚଳ ଅଧିକାରୀ ଅଜିତ୍ କୁମାର ସାହାଣୀଙ୍କ ତତ୍ୱାବଧାନରେ…