ଦେଶ ବିଦେଶ ୩ଦିନିଆ ନୂଆଦିଲ୍ଲୀ ଗସ୍ତରେମୁ ଖ୍ୟମନ୍ତ୍ରୀ ମୋହନମାଝୀ Sukanta NayakApril 7, 2025 ଦିଲ୍ଲୀରେ କେତେକ ଗୁରୁତ୍ବପୂର୍ଣ୍ଣ MoU ହେବ ସ୍ବାକ୍ଷରିତIOCL, ISPRL, ପେଟ୍ରୋନେଟ LNG ସହ ହେବ ବୁଝାମଣାନୋଏଡ଼ାର HCL ଟେକ୍ନୋଲୋଜି ସହ ମଧ୍ୟ କଥା ହେବେ CMବହୁ ଶିଳ୍ପସଂସ୍ଥାର ମୁଖ୍ୟଙ୍କ ସହ ଆଲୋଚନା କରିବେ ମୋହନ
ବିଲ୍କିସ୍ ବାନୋ ମାମଲା: ସୁପ୍ରିମ କୋର୍ଟର ଗୁଜୁରାଟ ସରକାରଙ୍କୁ ଶକ୍ତ ଚାପୁଡ଼ା ! ପୁନର୍ବାର ଜେଲ ଗଲେ ଦୋଷୀ…… ନୂଆଦିଲ୍ଲୀ08/01/24; 2002 ସାମ୍ପ୍ରଦାୟିକ ଦଙ୍ଗା ସମୟରେ ବିଲକିସ୍ ବାନୋଙ୍କୁ ବଳାତ୍କାର ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା 11 ଜଣଙ୍କୁ ଅକାଳରେ…
ଗ୍ରାମବାସୀ ଓ ପୁଲିସ ମୁହାଁମୁହିଁ । ଦୀର୍ଘଦିନ ହେଲା ହାଟସୁକୁ ଖଡିମାଟି ଖନନ କୁ ନେଇ ପ୍ରଶାସନ ଓ ଅଞ୍ଚଳବାସୀଙ୍କ ଚକାପଞ୍ଚା ବିବାଦ ଥମିବାର ନା ନେଉନାହିଁ । ପୁଣି ଥରେ ଖଡିମାଟି ଖନନ ଅଞ୍ଚଳରେ ଦେଖା ଦେଇଛି ଚାପା ଉତେଜନା । ଅଞ୍ଚଳବାସୀଙ୍କ ଦ୍ୱାରା ଅଟକ ଜେସିବି ମେସିନ ଓ ଟ୍ରକକୁ ଉଦ୍ଧାର କରିବାକୁ ଯାଇ ପୁଲିସ…
ମାଙ୍କଡ଼ର ଏକା ଦଶାହ ପାଳିଲେ ଗ୍ରାମବାସୀ ଫୋକସ ପ୍ଲସ 26/3/23(ବ୍ୟୁରୋ): ମାଙ୍କଡ଼ ର ଏକା ଦଶାହ ପାଳିଲେ ଗ୍ରାମ ବାସୀ। କଥା ଟି କାଳ୍ପନିକ ଭାବୁଛନ୍ତି କି ଦର୍ଶକ ବନ୍ଧୁ ହେଲେ ଘଟଣା ଟୀ…