Breaking news ଓଲଟିଲା ଦଣ୍ଡନାଚ ଗାଡ଼ି Sukanta NayakApril 7, 2025 ନୟାଗଡ଼: ଭାପୁର ବ୍ଲକ ପଥରଚକଡ଼ାରେ ଦୁର୍ଘଟଣାଦୁର୍ଘଟଣାରେ ୧୫ରୁ ଊର୍ଦ୍ଧ୍ବ ଆହତ, ୭ ଗୁରୁତରଆହତଙ୍କ ମୁଣ୍ଡ, ହାତ ଓ ଗୋଡ଼ରେ ଲାଗିଛି ଆଘାତମାଧପୁରରୁ ପଥରଚକଡ଼ା ଗାଁକୁ ଦଣ୍ଡ ପାଇଁ ଯାଉଥିଲେ
ଦେଶୀ ମଦ ଜବତ, ୫ ଗିରଫ ଫୋକସ ପ୍ଲସ (ଧାମନଗର)୨୪/୦୬/୨୦୨୨: ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଣ୍ଡାରିପୋଖରୀ…
ମନ୍ତ୍ରୀ ସୁରେଶ ପୂଜାରୀ ଓ କୃଷ୍ଣଚନ୍ଦ୍ର ମହାପାତ୍ର ଙ୍କ କାର କୁ ଢେଲା ମାଡ଼। ଢେଲା ମାଡ଼ରେ ମନ୍ତ୍ରୀଙ୍କୁ ଛାଡି ଫେରୁଥିବା କାର କାରକେଡର କାଚ ଭାଙ୍ଗିଲା। ମୟୂରଭଞ୍ଜ ବାଙ୍ଗିରିପୋଷିକୁ ଯାଇଥିବା ଦୁଇ ମନ୍ତ୍ରୀଙ୍କୁ ବିରୋଧ। ବର୍ଷା କ୍ଷୟକ୍ଷତି ଆକଳନ ପାଇଁ ମୟୂରଭଞ୍ଜ…
ହଠାତ୍ ଯାତ୍ରୀଙ୍କ ଉପରକୁ ମାଡିଗଲା ଟ୍ରକ ଗୁଜୁରାଟରୁ ଆସିଛି ଏକ ବଡ ଖବର | ଗୁଜରାଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଅହମ୍ମଦାବାଦ-ବଡୋଦରା ଏକ୍ସପ୍ରେସ୍ ହାଇୱେରେ ଠିଆ ହୋଇଥିବା ବସ୍ ଯାତ୍ରୀଙ୍କ ଉପରେ…