Breaking news ୮ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ Sukanta NayakAugust 5, 2024August 5, 2024 କଟକରୁ ୮ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତଜବତ କଲା ଦରଘାବଜାର ଥାନା ପୋଲିସସ୍ଥାନୀୟ ବଜାର ନିକଟରେ ଚଢ଼ାଉ କରି ଧରିଲାଜବତ ବ୍ରାଉନସୁଗାରର ଓଜନ ୭୭.୮ ଗ୍ରାମବ୍ରାଉନସୁଗାରର କାରବାର ଅଭିଯୋଗରେ ୨ ଗିରଫ
ଆଖୁ ଚାଷ କରି, ଦୁଃଖରେ ଚାଷୀ । ଫୋକସ ପ୍ଲସ 24/4(ଢେଙ୍କାନାଳ): ଆଖୁ ଚାଷ କରି ଚାଷୀ ଉପକୃତ ହେବାପାଇଁ, ଚାଷୀ ନିଜର ଉତ୍ତମ ପ୍ରୟାସ ଜାରି ରଖିଥିବା ବେଳେ, ଆଖୁ ଚାଷୀଙ୍କ ମୁଣ୍ଡରେ ଚଡ଼କ…
ଇଲେକ୍ଟ୍ରି ଖୁଂଟରେ ଧକ୍କାଦେଲା କାର, ଚାଳକ ମୃତ ଅନ୍ୟ ଜଣେ ଆହତ । ଘସିପୁରା06/01/24; ନୂତନ ବର୍ଷ ଆରମ୍ଭରୁ ପ୍ରତେକ ଦିନ କିଛିନା କିଛି ଦୃଘଟଣା ଘଟି ଅନେକେ ଧନଜୀବନ ନଷ୍ଟ ହୋଇଥିବା ବେଳେ ଆଜି ସକାଳୁ ସକାଳୁ ନିଜ କାର…
ଗୁଡ଼ ଓ ଘିଅ ଖାଉଛନ୍ତି କି ? ଫୋକସ ପ୍ଲସ 30/4/23(ବ୍ୟୁରୋ): ଭୋଜନ ପରେ ଗୁଡ ଓ ଘିଅର ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ। ଏହାସହ ଅନେକ ରୋଗରୁ ମଧ୍ୟ…