Breaking newsଅପରାଧଦେଶ ବିଦେଶମୁଖ୍ୟ ଖବରରାଜ୍ୟ ଜାମ୍ମୁ ଓ କାଶ୍ମୀର: ସୁରକ୍ଷାକର୍ମୀଙ୍କ ଗୁଳିରେ ୪ଆତଙ୍କବାଦୀନିପାତ FOCUS PLUSMarch 12, 2022 ପୁଲୱାମାରେ ଜୈଶର ୨ ଆତଙ୍କବାଦୀ ମୃତ ଗାନ୍ଦରୱାଲାରେ ଲସ୍କରର ଜଣେ ଆତଙ୍କବାଦୀ ମୃତ । ହନ୍ଦୱାଡ଼ାରେ ମଧ୍ୟ ଲସ୍କରର ଆଉ ଜଣେ ଆତଙ୍କବାଦୀ ମୃତ । ୨ ଆତଙ୍କାବଦୀଙ୍କୁ କାବୁ କରାଯାଇଥିବା କାଶ୍ମୀର IGP ବିଜୟ କୁମାରଙ୍କ ସୂଚନା.
ସନ୍ଧେହ ଘେରରେ ପଶ୍ଚିମବଙ୍ଗର ଅଭିନେତା ରାହୁଲ ବାନାର୍ଜୀଙ୍କ ମୃତ୍ୟୁ ପଶ୍ଚିମବଙ୍ଗର ଅଭିନେତା ରାହୁଲ ବାନାର୍ଜୀଙ୍କ ମୃତ୍ୟୁ ଘଟଣାରେ ନ୍ୟାୟ ପାଇଁ ମୃତ ଅଭିନେତା ରାହୁଲଙ୍କ ପତ୍ନୀ ତାଳସାରୀ ଥାନାରେ ଅଭିଯୋଗ କରିଛନ୍ତି।ମୃତ ରାହୁଲଙ୍କ ପତ୍ନୀ ପ୍ରିୟଙ୍କା ଏବଂ…
shreemandiara : ଶ୍ରୀମନ୍ଦିର ଲୁହାକଡେଇ ପ୍ରସଙ୍ଗରେ ଆକ୍ସନ ମୋଡରେ ପ୍ରଶାସନ shreemandira : ଶ୍ରୀମନ୍ଦିର ରୋଷଘରେ ଲୁହା କଡ଼େଇ ବ୍ୟବହାର ପ୍ରସଙ୍ଗରେ ଆକ୍ସନ ମୋଡ଼ରେ ଶ୍ରୀମନ୍ଦିର ପ୍ରଶାସନ।ତିନି ଜଣ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ…
ବାଲୁଗାଁ ଏନଏସିରେ ନିର୍ବାଚନୀ ପ୍ରସ୍ତୁତି ବୈଠକ, ବିଜେଡି ମଙ୍ଗ ଧରିଲେ ପୂର୍ବତନ ବିଧାୟକ ରଘୁନାଥ ସାହୁ ବାଲୁଗାଁ : ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ନେଇ ସାରା ରାଜ୍ୟରେ ରାଜନୀତି ପ୍ରଚାର ଉଷ୍ମତା ଦେଖାଦେଉଛି। ସେହିଭଳି ବାଲୁଗାଁ ଏନଏସିରେ ମଧ୍ୟ ପ୍ରଚାର ପ୍ରସାରକୁ…