ରାଜନୀତିରାଜ୍ୟ ଜୟଙ୍କ ବିରାଟ ବିଜୟ Sukanta NayakNovember 14, 2025November 14, 2025 ସରିଲା ଶେଷ ରାଉଣ୍ଡ, ଆସିଲା ଫଳାଫଳ।ସର୍ବାଧିକ ଭୋଟରେ ଜୟଙ୍କ ବିରାଟ ବିଜୟ।ବିଜେପିର ବଡ଼ ସଫଳତା।୧୨୨୮୯୮ ଖଣ୍ଡ ଭୋଟ୍ ରେ ବିଜେପିର ବିଜୟ।୩୯୯୮୭ ଭୋଟ୍ ରେ ଦ୍ୱିତୀୟ କଂଗ୍ରେସ।୩୮୦୧୧ରେ ଖଣ୍ଡ ଭୋଟ୍ ସହ ୩ୟ ସ୍ଥାନରେ ବିଜେଡି।୮୨୯୧୧ ବ୍ୟବଧାନରେ ବିଜୟ ଲାଭ କଲେ ଜୟ ଢୋଲକିଆ।
ମିଳିମିଶି ଲୁଟିନେଲେ ଗରିବଙ୍କ ଭତାଟଙ୍କା ଫୋକସ ପ୍ଲସ(ଚାନ୍ଦବାଲି)୧୬/୦୯/୨୦୨୨: ମିଳିମିଶି ଲୁଟିନେଲେ ଗରିବଙ୍କ ଭତାଟଙ୍କା ଚାନ୍ଦବାଲି ବିଧାୟକଙ୍କ 2ଜଣ ବିଶ୍ଵସ୍ଥ୍ୟ ଜି ଆର ଏସ,ଚାନ୍ଦବାଲି ବ୍ଲକରେ ୧.୫୬କୋଟି ଟଙ୍କାର ହିସାବ ଗାଏବ, ବୃଦ୍ଧ ବୃଦ୍ଧାଙ୍କ…
ଅଖିଳ ଭାରତୀୟ ଖାଦାନ ମଜଦୁର ମହାସଂଘର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ତାଳଚେର ଠାରେ ଅନୁଷ୍ଠିତ ତାଳଚେର:ଦୁଇ ଦିନ ଧରି ତାଳଚେର ଉପକଣ୍ଠ ମଙ୍ଗଲମ କ୍ଲବ ଠାରେ ଭାରତୀୟ ମଜଦୁର ସଙ୍ଘର ଔଦ୍ୟୋଗିକ ସଂଗଠନର ୧୦୩ ତମ ରାଷ୍ଟ୍ରୀୟ କାର୍ଯ୍ୟକରିଣୀ ବୈଠକ ଇତି ମଧ୍ୟରେ…
ନେତା ନୁହେଁ ମୁଁ ସେବକ ହେବାକୁ ଚାହେଁ:ତାଳଚେର ବିଧାୟକ ତାଳଚେର : ଓଡିଶା ରାଜନୀତିରେ ତାଳଚେର ମାଟିର ନେତାଙ୍କର ପ୍ରଭାବ ରହିଥିବା ନଜିର ରହୁଛି ।ଏଠି ସମସ୍ୟା ଅନେକ ।ତାଳଚେର ଏକ ଖଣି ବହୁଳ ଅଂଚଳ ହୋଇଥିବାରୁ…