ରାଜନୀତିରାଜ୍ୟ ଜୟଙ୍କ ବିରାଟ ବିଜୟ Sukanta NayakNovember 14, 2025November 14, 2025 ସରିଲା ଶେଷ ରାଉଣ୍ଡ, ଆସିଲା ଫଳାଫଳ।ସର୍ବାଧିକ ଭୋଟରେ ଜୟଙ୍କ ବିରାଟ ବିଜୟ।ବିଜେପିର ବଡ଼ ସଫଳତା।୧୨୨୮୯୮ ଖଣ୍ଡ ଭୋଟ୍ ରେ ବିଜେପିର ବିଜୟ।୩୯୯୮୭ ଭୋଟ୍ ରେ ଦ୍ୱିତୀୟ କଂଗ୍ରେସ।୩୮୦୧୧ରେ ଖଣ୍ଡ ଭୋଟ୍ ସହ ୩ୟ ସ୍ଥାନରେ ବିଜେଡି।୮୨୯୧୧ ବ୍ୟବଧାନରେ ବିଜୟ ଲାଭ କଲେ ଜୟ ଢୋଲକିଆ।
ନୀତିଶ କୁମାରଙ୍କ ଉପରେ ବୟସର ପ୍ରଭାବ ଦୃଶ୍ୟମାନ ହେଉଛି: ପ୍ରଶାନ୍ତ କିଶୋର ଫୋକସ ପ୍ଲସ(ବ୍ୟୁରୋ): ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ବାକ ଯୁଦ୍ଧ ଆରମ୍ଭ ହୋଇଥିବାର ଦେଖିବାକୁ ମିଳିଛି । ଗତକାଲି…
ନୂଆପଡାରେ ମୁଖ୍ୟମନ୍ତ୍ରୀ ସୁନାବେଡ଼ାରୁ ଆସି ନୂଆପଡାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ।ନୂଆପଡାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’।ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ରୋଡ ଶୋ’।ନୂଆପଡ଼ାରୁ ଖରିଆର ରୋଡ ପର୍ଯ୍ୟନ୍ତ ରୋଡ ଶୋ’।ସଭାପତି ମନମୋହନ ସାମଲ,…
ବ୍ରିଜ୍ ସାନ୍ସ ଅନୁମତିର ଉଦଘାଟନ ପାଇଁ ଆଦିତ୍ୟ ଠାକରେଙ୍କ ବିରୋଧରେ ମାମଲା, ସେ ଉତ୍ତର ଦେଇଛନ୍ତି | ମୁମ୍ବାଇ18/11/2023; ଗୁରୁବାର ବିନା ଅନୁମତିରେ ସେତୁର ଏକ ଅଂଶକୁ ଉଦଘାଟନ କରିବା ଅଭିଯୋଗରେ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତା ଆଦିତ୍ୟ ଠାକରେଙ୍କ ବିରୋଧରେ ଏକ ମାମଲା…