ଦେଖୁ ଦେଖୁ ଚାଲିଗଲା ଜୀବନ
ନୂଆପଡା: ଗତ ରାତିରେ ଚାରି ବନ୍ଧୁ ତରବୋଡ ଗୋଟିଏ ବାଇକରେ ଧନୁଯାତ୍ରା ଦେଖି ଫେରୁଥିବା ବେଳେ ଘଟିଛି ସଡ଼କ ଦୁର୍ଘଟଣା । ହାତିସରା ବ୍ରିଜ ଉପରେ ଭାରସାମ୍ୟ…
Breaking And Latest News Of Odisha
ନୂଆପଡା: ଗତ ରାତିରେ ଚାରି ବନ୍ଧୁ ତରବୋଡ ଗୋଟିଏ ବାଇକରେ ଧନୁଯାତ୍ରା ଦେଖି ଫେରୁଥିବା ବେଳେ ଘଟିଛି ସଡ଼କ ଦୁର୍ଘଟଣା । ହାତିସରା ବ୍ରିଜ ଉପରେ ଭାରସାମ୍ୟ…
ନିଆଁ ଲାଗି ଦୁଇ ବଖରା ଘର ଭଶ୍ମି ଭୁତ। ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ସାପଘରା ପଂଚାୟତ ଖମାର ଗ୍ରାମର ସୁଲେଇ କୁଦେଇ ଙ୍କର ଅପରାହ୍ନ 4/5…
ଲଷ୍ମୀ ବସ ସହିତ ବାଇକ ଧକ୍କା ବାଇକ ଆରୋହୀ ମୃତ ଳ ଲଷ୍ମୀ ବସ ସହିତ ବାଇକ ଧକ୍କା ବାଇକ ଆରୋହୀ ମୃତ lମୃତ ବ୍ୟକ୍ତି ସୁମନ୍ତ…
ମାଲକାନଗିରି: ନିଜେ ଚାଲିଗଲେ, ହେଲେ ବଞ୍ଚାଇଦେଲେ ୨୫ ଜୀବନହୃଦଘାତର ଶିକାର ହୋଇ ମଧ୍ୟ ଯାତ୍ରୀଙ୍କ ଜୀବନ ରକ୍ଷା କଲେ ବସ୍ ଡ୍ରାଇଭରବସ୍ଟି ବିଜୟନଗରମରୁ ମାଲକାନଗିରି ଆସୁଥିବା ବେଳେ…
ଭଦ୍ରକ: ଭାରସାମ୍ୟ ହରାଇ ଓଲଟିଲା ଗୋରୁ ବୋଝେଇ ଭ୍ୟାନ୍, ୧୨ ଗୋରୁ ମୃତଗ୍ରାମାଞ୍ଚଳ ଥାନା ଗେଲଟୁଆ ନିକଟରେ ଓଲଟି ପଡ଼ିଲା ପିକ୍ଅପ୍ ଭ୍ୟାନ୍ଗୋ-ମାଫିଆ ଓ ଭ୍ୟାନ୍ ଡ୍ରାଇଭର…
ଯାତ୍ରୀବାହୀ ବସ୍କୁ ଧକ୍କା ଦେଲା ଟ୍ରକ୍, ୧୦ରୁ ଉର୍ଦ୍ଧ୍ଵ ଗୁରୁତରବୌଦ୍ଧ ପୁରୁଣାକଟକ ଥାନା ଭୈରବୀ ମନ୍ଦିର ନିକଟରେ ଦୁର୍ଘଟଣାସମସ୍ତ ଗୁରୁତର ଆହତ ପୁରୁଣାକଟକ ମେଡିକାଲରେ ଭର୍ତ୍ତିଦୁର୍ଘଟଣା ଘଟାଇ…
ଦିଲ୍ଲୀ: ଦିଲ୍ଲୀ ବିସ୍ପୋରଣର ଆହାତଙ୍କୁ ଭେଟିଲେ ମୋଦି । ଏଲଏନଜେପିରେ ଆହତ ବ୍ୟକ୍ତିଙ୍କୁ ଭେଟିଛନ୍ତି । ଭୁଟାନରୁ ଫେରି ପ୍ରଥମେ ଏଲଏନଜେପି ହସ୍ପିଟାଲ ଯାଇଛନ୍ତି ପ୍ରଧାନମନ୍ତ୍ରୀ ।…
ସାଲିମାର ଟ୍ରେନ ଧକ୍କାରେ ଦନ୍ତାହାତୀ ମୃତ୍ୟୁ ଘଟଣାରେ ଗ୍ରାମବାସୀଙ୍କ ମଧ୍ୟରେ ଦେଖା ଦେଇଛି ତୀବ୍ର ଅସନ୍ତୋଷ, ବନବିଭାଗ ଓ ରେଳ ବିଭାଗ ଦୁହିଁଙ୍କ ଅବହେଳା ଯୋଗୁଁ ନିରୀହ…
ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଦଳାଚକଟାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପ୍ରତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସମବେଦନା ପ୍ରକାଶ କରିଛନ୍ତି ଏବଂ ଏହି ମାମଲାରେ…
ବେଙ୍ଗାଲୁରୁ: ସ୍ଵାମୀ ସ୍ତ୍ରୀ କାରରେ ବସି ବେଙ୍ଗାଲୁରୁ ବୁଲୁଥିଲେ । ଆଉ ଏତିକିବେଳେ ଡେଲିଭରି ବୟ ଜଣେ ବାଇକରେ ତରତର ହୋଇ ଯିବା ବେଳେ ଭୁଲବଶତଃ କାରରେ…
ଜଳେଶ୍ୱର:60 ଜାତୀୟ ରାଜପଥ ଜଳେଶ୍ୱର ଲଷ୍ମଣ ନାଥ ଟୁଲ ଗେଟ ପାଖରେ ଭୟଙ୍କର ବସ ଦୁର୍ଘଟଣା 2ମୃତ 10ଗୁରୁତର, ଢେଙ୍କାନାଳ ରୁ କଲିକତା ଅଭିମୁଖେ ଯାଉଥିବା ଡିଲଫିନ…
ତାମିଲନାଡୁ: ତାମିଲନାଡୁରେ ଟିଭିକେ ମୁଖ୍ୟ ତଥା ତାମିଲ ଅଭିନେତା ବିଜୟଙ୍କ ନିର୍ବାଚନୀ ରାଲିରେ ଶନିବାର ରାତିରେ ହୋଇଥିବା ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି ।…