accident ଯାତ୍ରୀବାହୀ ବସ୍କୁ ଧକ୍କା ଦେଲା ଟ୍ରକ୍, ୧୦ରୁ ଉର୍ଦ୍ଧ୍ଵ ଗୁରୁତର Sukanta NayakNovember 18, 2025November 18, 2025 ଯାତ୍ରୀବାହୀ ବସ୍କୁ ଧକ୍କା ଦେଲା ଟ୍ରକ୍, ୧୦ରୁ ଉର୍ଦ୍ଧ୍ଵ ଗୁରୁତରବୌଦ୍ଧ ପୁରୁଣାକଟକ ଥାନା ଭୈରବୀ ମନ୍ଦିର ନିକଟରେ ଦୁର୍ଘଟଣାସମସ୍ତ ଗୁରୁତର ଆହତ ପୁରୁଣାକଟକ ମେଡିକାଲରେ ଭର୍ତ୍ତିଦୁର୍ଘଟଣା ଘଟାଇ ଟ୍ରକ୍ ଫେରାର, ତଦନ୍ତ କରୁଛି ପୁଲିସ
କାର ଧକ୍କାରେ ଜଣେ ମୃତ,ଦୁଇ କଲେଜ ଛାତ୍ରୀ ଗୁରୁତର|| ଫୋକସ ପ୍ଲସ 6/1/2023(ମୟୂରଭଞ୍ଜ): ମୟୂରଭଞ୍ଜ ଜିଲ୍ଲାର ଜାତୀୟ ରାଜପଥ ୨୨୦ ନମ୍ବର ବହଳଦା ଟାଟା ରାସ୍ତାର ଵହଳଦା ଡିଏଲ କଲେଜ ନିକଟରେ ଗୁରୁବାର ଦିନ ସକାଳ ୭ଟା…
କାର୍-ବାଇକ୍ ମୁହାଁମୁହିଁ ଧକ୍କା, ୨ ବାଇକ୍ ଆରୋହୀଙ୍କର ଘଟଣା ସ୍ଥଳରେ ଉଡିଗଲା ପ୍ରାଣବାୟୁ। ବୌଦ୍ଧ ୨୩।୪: ବୌଦ୍ଧ ପୁରୁଣାକଟକ ଥାନା ୫୭ ନମ୍ବର ଜାତୀୟ ରାଜପଥ ଦିଗିସିରା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର୍-ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଦୁଇ…
ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମ୍ ବାହାରେ ଦଳାଚକଟା ଘଟଣା ରେ ବେଙ୍ଗାଲୁରୁ ପୋଲିସ ଆକ୍ସନ। ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମ୍ ବାହାରେ ଦଳାଚକଟା ଘଟଣାRCB ମାର୍କେଟିଂ ହେଡ୍ ନିଖିଲ ସୋସଲେ ଗିରଫଏୟାରପୋର୍ଟରୁ ଗିରଫ କଲା ବେଙ୍ଗାଲୁରୁ ପୋଲିସମୁମ୍ବାଇ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଗିରଫଅନ୍ୟ…