ଲୋକ ସଭାରେ ପାରିତ ହେଲା ନୂଆ ଆୟକର ବିଲ୍‌ ୨୦୨୫

ଲୋକସଭାରେ ପାରିତ ହୋଇଛି ନୂଆ ଆୟକର ବିଲ-୨୦୨୫। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବାହ୍ନରେ ଏହି ବିଧେୟକ ଆଗତ କରିବା ପରେ ଏହା ଉପରେ ଆଲୋଚନା ହୋଇଥିଲା।…

ଭାରତ ସହ ବାଣିଜ୍ୟ କଥା ବାର୍ତ୍ତା ସ୍ଥଗିତ କଲେଟ୍ରମ୍ପ

ଆଗ ସମାଧାନ ପରେ ଆଲୋଚନା କହିଲେ ଟ୍ରମ୍ପରୁଷିଆ ସହ ତେଲ କିଣା ଚୁକ୍ତି ସମାଧାନ ନହେବା ଯାଏ ସ୍ଥଗିତଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଭାରତ ଉପରେ…

ମରଣ ମୁହଁରୁ ଫେରିଲେ ମହିଳା

ଆମେରିକା: ବେଳେବେଳେ ଅନେକ ଚମତ୍କାର ଦେଖିବାକୁ ମିଳିଥାଏ । ବର୍ତ୍ତମାନ ଆମେରିକାରେ ଜଣେ ମହିଳାଙ୍କ ଅଙ୍ଗଦାନର ଅସ୍ତ୍ରୋପଚାର ହେଉଥିବା ସମୟର କିଛି ମୂହୂର୍ତ୍ତ ପୂର୍ବରୁ ଏପରି କିଛି…

ଉତ୍ତରକାଶୀରେ ବାଦଲ ଫଟା ବର୍ଷା ଯୋଗୁଁ ଭାସିଗଲା ଗାଁ

ଉତ୍ତରକାଶୀ: ଉତ୍ତରାଖଣ୍ଡ ଉତ୍ତରକାଶୀର ଧରାଲିରେ ବାଦଲ ଫଟା ବର୍ଷା ଯୋଗୁଁ ମଙ୍ଗଳବାର ଅପରାହ୍ନରେ ଏକ ଗାଁ ସମ୍ପୂର୍ଣ୍ଣ ଭାବେ ଭାସି ଯାଇଛି। ଡେରାଡୁନରୁ ୨୧୮ କିଲୋମିଟର ଏବଂ…

 ଦୁଇ ଦିନିଆ ବ୍ରିଟେନ୍ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ । 

ଲଣ୍ଡନ: ଦୁଇ ଦିନିଆ ବ୍ରିଟେନ୍ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ । ବ୍ରିଟେନ୍ ଗସ୍ତରେ ଥିବା ମୋଦୀ ଲଣ୍ଡନରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା ।…

ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୌଜନ୍ୟମୂଳକ ସାକ୍ଷାତ ଥିବା ଏକ୍ସରେ ସୂଚନା ଦେଲେ ମୋହନ ମାଝୀକେନ୍ଦ୍ର-ରାଜ୍ୟ ସମନ୍ୱୟରେ ଓଡ଼ିଶାର ବିକାଶକୁ ତ୍ୱାରାନ୍ୱିତ କରିବା…