ଆଜିଠୁ ମୋଦିଙ୍କ ୮ ଦିନିଆ ବିଦେଶ ଗସ୍ତ

-ଆଜିଠୁ ୫ ଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି-୮ ଦିନରେ ୫ ଟି ଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ-ଘାନା, ତ୍ରିନିଦାଦ, ଆର୍ଜେଣ୍ଟିନା, ବ୍ରାଜିଲ୍ ଓ ନାମିବ୍ୟା ଯିବେ-ବ୍ରାଜିଲ୍‌ରେ…

ବଢିବ ରେଳ ଭଡା। ଏଣିକି ଟ୍ରେନରେ ଯାତ୍ରା କରିବା ମହଙ୍ଗା ହେବ।

ବଢିବ ରେଳ ଭଡା। ଏଣିକି ଟ୍ରେନରେ ଯାତ୍ରା କରିବା ମହଙ୍ଗା ହେବ। ଦେବାକୁ ପଡିବ ଅତିରିକ୍ତ ଦର। ରେଳ ମନ୍ତ୍ରଣାଳୟ ଯାତ୍ରୀ ସେବାର ଆର୍ଥିକ ସ୍ଥିରତା ବଢାଇବା…

କେଉଁ ସ୍ଥିତିରେ ଲାଗୁ ହୋଇଥିଲା ଜରୁରୀକାଳୀନ ପରିସ୍ଥିତି ପଢ଼ନ୍ତୁ ପୁରା ତଥ୍ୟ।

ନୂଆଦିଲ୍ଲୀ,୨୫/୦୬: ୧୯୭୫ ଜୁନ୍‌ ୨୫ ରାତିରେ ଦେଶରେ ଲାଗୁ ହୋଇଥିଲା ଜରୁରୀକାଳୀନ ପରିସ୍ଥିତି । ମାର୍ଚ୍ଚ ୨୧ ୧୯୭୭ ମସିହା (୨୧ ମାସ) ଯାଏ ତତ୍କକାଳୀନ ପ୍ରଧାନମନ୍ତ୍ରୀ…

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ଜନ୍ମଦିବସ ।

୧୯୫୮ମସିହା ଜୁନ୍‍ ୨୦ରେ ମୟୂରଭଞ୍ଜ ଜିଲ୍ଲା ରାଜରଙ୍ଗପୁରରେ ଜନ୍ମଗ୍ରହଣ କରିଥିଲେ ଦେଶର ପ୍ରଥମ ନାଗରିକ । ମାଟିର ମୋତି, ମାନବିକତାର ମହନୀୟ ତଥା ସ୍ନେହଶୀଳ ବ୍ୟକ୍ତିତ୍ୱ ।…

ବ୍ଲାକ ବକ୍ସରୁ ଅନେକ ତଥ୍ୟ ମିଳିପାରିବ: ମନ୍ତ୍ରୀ,ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ପ୍ରେସ ମିଟ

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ PC‘ଦୁର୍ଘଟଣା ବେଳେ ୬୫୦ ଫୁଟ୍‌ ଉପରେ ଥିଲା ବିମାନ’‘ଉଡ଼ାଣ ଭରିବାର କିଛି ସେକେଣ୍ଡରେ କ୍ରାସ’‘ଇମର୍ଜେନ୍ସି ସୂଚନା ଦେଇଥିଲେ ପାଇଲଟ୍’‘ଗତାକାଲି ଉଦ୍ଧାର ହୋଇଛି…

UN ରିପୋର୍ଟ:ଭାରତର ଜନସଂଖ୍ୟା ୧.୪୬ ବିଲିୟନରେ ପହଞ୍ଚିଲା

ଏକ ନୂଆ UN ଜନସଂଖ୍ୟିକ ରିପୋର୍ଟ ଅନୁସାରେ, ୨୦୨୫ରେ ଭାରତର ଜନସଂଖ୍ୟା ୧.୪୬ ବିଲିୟନରେ ପହଞ୍ଚିବା ଆଶା କରାଯାଉଛି, ଯାହା ବିଶ୍ୱର ସର୍ବାଧିକ ଜନସଂଖ୍ୟା ଭାବେ ଆଗରେ…

ଲସ୍କରର ଟପ୍‌ ଆତଙ୍କବାଦୀ ପାକିସ୍ତାନରେ ନିପାତ

ଲସ୍କରର ଟପ୍‌ ଆତଙ୍କବାଦୀ ପାକିସ୍ତାନରେ ନିପାତଲସ୍କରର ଟପ୍‌ ଆତଙ୍କୀ ସୈଫୁଲ୍ଲା ଖାଲିଦ ନିପାତପାକିସ୍ତାନରେ ଆତଙ୍କୀ ସୈଫୁଲ୍ଲା ଖାଲିଦକୁ ହତ୍ୟାକିଛି ଅଜଣା ଆକ୍ରମଣକାରୀଙ୍କ ଦ୍ବାରା ଖାଲିଦକୁ ହତ୍ୟା2006ରେ RSS…

୨୦ ଦିନ ପରେ ସ୍ବଦେଶ ଫେରିଲେ ଯବାନ

BSF ଯବାନଙ୍କୁ ଛାଡ଼ିଲା ପାକିସ୍ତାନ BSF ଯବାନ ପୂର୍ଣ୍ଣମ କୁମାରଙ୍କୁ ଛାଡ଼ିଲା ପାକିସ୍ତାନ୨୦ ଦିନ ପରେ ସ୍ବଦେଶ ଫେରିଲେ ଯବାନଭାରତର ଯବାନଙ୍କୁ ରଖିଥିଲା ପାକିସ୍ତାନBSF ଯବାନ ପୂର୍ଣ୍ଣମ…

ସବୁଠି ଶୁଭୁଛି ବନ୍ଦେ ମାତରମ, ଭାରତ ମାତା କି ଜୟ ଆଉ ଜୟ ଯବାନ…

ଅପରେସନ ସିନ୍ଦୂରର ସଫଳତାକୁ ନେଇ ଆଜିଠୁ ଆରମ୍ଭ ହୋଇଛି ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା । ବିଜେପି ପକ୍ଷରୁ ଏହି ତ୍ରିରଙ୍ଗା ଶୋଭାଯାତ୍ରା ୧୦ ଦିନ ଧରି ଚାଲିବ…

‘ପାଣି ଓ ରକ୍ତ ଏକାସାଙ୍ଗରେ ବହିପାରିବ ନାହିଁ’:ପ୍ରଧାନମନ୍ତ୍ରୀ

ଏ ସମୟ ଯୁଦ୍ଧର ସମୟ ନୁହେଁ, କିନ୍ତୁ ଆତଙ୍କବାଦର ସମୟ ବି ନୁହେଁ’ଟେରର ଓ ଟକ୍ ଏକାସାଙ୍ଗେ ହୋଇପାରିବ ନାହିଁଟେରର ଓ ଟ୍ରେଡ୍ ଏକାସାଙ୍ଗେ ହୋଇପାରିବ ନାହିଁ‘ପାଣି…

ଆମ ଭଉଣୀଙ୍କ ମଥାର ସିନ୍ଦୂର ପୋଛିବାର ପରିଣାମ କେତେ ଭୟଙ୍କର ଆତଙ୍କୀ ବୁଝିଗଲେ :ମୋଦି

ଏପ୍ରିଲରେ ପହଲଗାମ୍ ହମଲାର ବର୍ବରତା ପୂରା ଦୁନିଆ ଦେଖିଲା-ଛୁଟି କାଟିବାକୁ ଯାଇଥିବା ପର୍ଯ୍ଯଟକଙ୍କୁ ନିଜ ପରିବାର ସାମ୍ନାରେ, ପିଲାଙ୍କ ସାମ୍ନାରେ ନିର୍ମମ ଭାବ ହତ୍ୟା କରାଗଲା-ଦେଶର ସଦଭାବନାକୁ…