ଦେଶ ବିଦେଶ ୨୦ ଦିନ ପରେ ସ୍ବଦେଶ ଫେରିଲେ ଯବାନ Sukanta NayakMay 14, 2025 BSF ଯବାନଙ୍କୁ ଛାଡ଼ିଲା ପାକିସ୍ତାନ BSF ଯବାନ ପୂର୍ଣ୍ଣମ କୁମାରଙ୍କୁ ଛାଡ଼ିଲା ପାକିସ୍ତାନ୨୦ ଦିନ ପରେ ସ୍ବଦେଶ ଫେରିଲେ ଯବାନଭାରତର ଯବାନଙ୍କୁ ରଖିଥିଲା ପାକିସ୍ତାନBSF ଯବାନ ପୂର୍ଣ୍ଣମ ସ’ଙ୍କୁ ଛାଡ଼ିଲାଅଟ୍ଟାରୀ-ଓ୍ବାଘା ସୀମା ଦେଇ ଭାରତ ଫେରିଲେ
ପୁଣି ବ୍ୟାଙ୍କକକୁ ଉଡିଲା ବିମାନ, ଆଗାମୀ ଦିନରେ ଦୁବାଇକୁ ବିମାନ ସେବା ଆରମ୍ଭ ପୁଣି ଭୁବନେଶ୍ୱରରୁ ବ୍ୟାଙ୍କକକୁ ଉଡିଲା ବିମାନ। ଏହି ଆନ୍ତର୍ଜାତୀୟ ରୁଟରେ ଗତ ଜୁଲାଇ ମାସରୁ ଅସ୍ଥାୟୀ ଭାବେ ବନ୍ଦ ଥିବା ବିମାନ ଗତକାଲିଠାରୁ ପୁଣି ଉଡ଼ିଛି ।…
ପୁଣି ଇତିହାସ ରଚିଲେ ନୀରଜ ଚୋପ୍ରା ଫୋକସ ପ୍ଲସ (ବ୍ୟୁରୋ)୨୪/୦୭/୨୦୨୨: ଅଲିମ୍ପିକ୍ସ ଚାମ୍ପିଅନ୍ ନୀରଜ ଚୋପ୍ରା ଓରେଗନ୍ରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ପୁରୁଷ ଜାଭେଲିନ୍ ରୋପ୍ୟ ପଦକ ଜିତି ଫାଇନାଲରେ 88.13 ମିଟର…
ଅପରାଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି ଦିଦି କୋଲକାତା : ଆର ଜି କର ମେଡ଼ିକାଲ ଓ କଲେଜର ଅଧ୍ୟକ୍ଷ ସନ୍ଦୀପଙ୍କୁ ନେଇ ସାରାଦେଶରେ ଏବେ ଥମୁନି ବିବାଦ । ଲେଡି ଡାକ୍ତରଙ୍କୁ ଗଣଦୁଷ୍କର୍ମ ଏବଂ…