Breaking news ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ୩ ସେନା ମୁଖ୍ୟ Sukanta NayakMay 14, 2025 ରାଷ୍ଟ୍ରପତିଙ୍କୁ ଭେଟିଲେ ୩ସେନା ମୁଖ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ୩ ସେନା ମୁଖ୍ୟସ୍ଥଳ-ବାୟୁ-ନୌସେନା ମୁଖ୍ୟଙ୍କୁ ଭେଟିଛନ୍ତି ରାଷ୍ଟ୍ରପତିCDS ଅନୀଲ ଚୌହାନ ମଧ୍ୟ ଉପସ୍ଥିତ ଥିଲେଅପରେସନ ‘ସିନ୍ଦୁର’ର ସଫଳତା ନେଇ ଜଣାଇଲେ
ଜୀବନ୍ତ ଦଗ୍ଧ ୨ ମାସ ଶିଶୁ କନ୍ୟା ଫୋକସ ପ୍ଲସ(ମୟୁରଭଞ୍ଜ)୧୦/୦୮/୨୦୨୨: ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ଭଣ୍ଡାର ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା ,ଘରେ ନିଆଁ ଲାଗି ୨ମାସ ର ଶିଶୁ କନ୍ୟା…
ସାମ୍ବାଦିକଙ୍କ ମାତୃ ବିୟୋଗ I ଫୋକସ ପ୍ଲସ 15/4 (ଗଞ୍ଜାମ): ପାତ୍ରପୁର ଗ୍ରାମ ବଡବ୍ରାହ୍ମଣ ସାହି ଅବସର ପ୍ରଧାନ ଶିକ୍ଷକ ଚନ୍ଦ୍ର ଶେଖର ପଟ୍ଟନାୟକଙ୍କ ସହଧର୍ମିଣୀ ତଥା ପାତ୍ରପୁର ବ୍ଳକ ସର୍ବସାଧାରଣ ଦୈନିକ…
କଟକ ସଦରରେ ଗୋ ମାଫିଆ ସକ୍ରିୟ। ଗତ କିଛି ମାସ ଧରି କଟକ ସଦର ର ପରମହଂସ, କନ୍ଦରପୁର, ଗତିରାଉତପାଟଣା ତଥା ୪୨-ମୌଜା ଅଞ୍ଚଳରେ ଗୋ ମାଫିଆମାନେ ପୁଲିସ୍ କୁ…