ମୁଖ୍ୟ ଖବର ରକେଟ୍ ବିକ୍ରମ-୧ର ଉଦଘାଟନ Sukanta NayakNovember 27, 2025 ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ବଡ଼ ପଦକ୍ଷେପଦେଶର ପ୍ରଥମ ପ୍ରାଇଭେଟ୍ ରକେଟ୍ର ଉଦଘାଟନରକେଟ୍ ବିକ୍ରମ-୧ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦିଭିଡିଓ କନ୍ଫରେନ୍ସ ଜରିଆରେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀହାଇଦ୍ରାବାଦର ସ୍ପେଶ୍ ଷ୍ଟାର୍ଟଅପ୍ ଫାର୍ମ ସ୍କାଏରୁଟ୍ ତିଆରି କରିଛି ବିକ୍ରମ-୧
ଦିଗପହଣ୍ଡି ରେ ସଡ଼କ ସୁରକ୍ଷା ସଚେତନତା ଦିଗପହଣ୍ଡି: ଆଞ୍ଚଳିକ ପରିବହନ ବିଭାଗ ଛତ୍ରପୁର ପକ୍ଷରୁ ଗୁରୁବାର ଦିଗପହଣ୍ଡି ଠାରେ ଏକ ସଜ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଦିଗପହଣ୍ଡି ଏକ ଗ୍ଲୁକ ସ୍ପଟ…
ଛାତ୍ରୀଙ୍କର ସନ୍ଦେହ ଜନକ ମୃତ ଦେହ ଉଦ୍ଧାର || ଫୋକସ ପ୍ଲସ 18/12/2022( ବାଲିଚନ୍ଦ୍ରପୁର ): ବର୍ତମାନ ସମୟର ଏକ ବଡ଼ ଖବର ଆସିକି ପହଁଚୁଛି ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦପୁର ଥାନାସ୍ଥିତ ବଡବାଲିକୁଦାରେ ଏକ ଝିଅର ସ୍କୁଲ…
ଉପ ବାଚସ୍ପତି ପ୍ରାର୍ଥୀ ଘୋଷଣା କଲା ବିଜେପି ଓଡିଶା ବିଧାନସଭାର ବଜେଟ ଅଧିବେଶନର ଆଜି ହେଉଛି ଦ୍ୱିତୀୟ ଦିନ | ଦ୍ୱିତୀୟ ଦିନରେ ଭାରତୀୟ ଜନତା ପାର୍ଟି ଉପ ବାଚସ୍ପତି ପ୍ରାର୍ଥୀ ଘୋଷଣା କରିଛି। ରଣପୁରର…