ମୁଖ୍ୟ ଖବର ରକେଟ୍ ବିକ୍ରମ-୧ର ଉଦଘାଟନ Sukanta NayakNovember 27, 2025 ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ବଡ଼ ପଦକ୍ଷେପଦେଶର ପ୍ରଥମ ପ୍ରାଇଭେଟ୍ ରକେଟ୍ର ଉଦଘାଟନରକେଟ୍ ବିକ୍ରମ-୧ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦିଭିଡିଓ କନ୍ଫରେନ୍ସ ଜରିଆରେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀହାଇଦ୍ରାବାଦର ସ୍ପେଶ୍ ଷ୍ଟାର୍ଟଅପ୍ ଫାର୍ମ ସ୍କାଏରୁଟ୍ ତିଆରି କରିଛି ବିକ୍ରମ-୧
କରୁର ଦଳାଚକଟା ପରେ ଅଭିନେତା ବିଜୟଙ୍କ ପ୍ରଥମ ବାର୍ତ୍ତା, ମୁଖ୍ୟମନ୍ତ୍ରୀ ଆପଣ ମୋ ବିରୁଦ୍ଧରେ ଯେକୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବେ ‘ଯାହା ହେବା ଉଚିତ୍ ନଥିଲା, ତାହା ହୋଇଗଲା’, କରୁର ଦଳାଚକଟା ପରେ ପ୍ରଥମ ଥର ପାଇଁ କହିଲେ ଅଭିନେତା ବିଜୟ, ଜାଣନ୍ତୁ ସେ କ’ଣ କହିଲେ? ତାମିଲନାଡୁର…
ଜାତୀୟ ରାଜପଥ ଠାରେ ଏକ ଟ୍ରକ ଚାପାରେ ଦେହାନ୍ତ ବରମୁଣ୍ଡଳୀ ପଞ୍ଚାୟତ ବରମୁଣ୍ଡଳୀ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଅଲେଖ ଚନ୍ଦ୍ର ସାହୁ( ୮୦ )ଙ୍କ ଭୁବନେଶ୍ୱର ପଳାଶୁଣି ଛକଠାରେ ଥିବା ହୋଇ ଯାଇଛି।ସୂଚନା ଅନୁଯାୟୀ ଶ୍ରୀ ଶତପଥୀ…
ଭାରତ-ଅଷ୍ଟ୍ରେଲିଆ ଫାଇନାଲ୍: ପଞ୍ଚମ ଥର ସେମିରୁ ବିଦା ହେଲା ଦକ୍ଷିଣ ଆଫ୍ରିକା | ଭାରତ-ଅଷ୍ଟ୍ରେଲିଆ ଫାଇନାଲ୍17/11/2023; ବିଶ୍ବକପ୍ ଟ୍ରଫି ପାଇଁ ରବିବାର ଶେଷ ମହାମୁକାବିଲାରେ ଭାରତ ସହିତ ଲଢେଇ କରିବ ୫ ଥର ବିଜେତା ଅଷ୍ଟ୍ରେଲିଆ। ୨୦ ବର୍ଷ ପରେ ଭାରତ…