ଇଂଲଣ୍ଡ କ୍ରିକେଟ ଟିମ୍ ର କୋଚ ହୋଇ ପାରନ୍ତି ରବି ଶାସ୍ତ୍ରୀ !

ଫୋକସ ବ୍ୟୁର :ଟେଷ୍ଟରେ ଇଂଲଣ୍ଡ ଟିମ୍ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରଖିଛି । କୋଚ ବ୍ରେଣ୍ଡନ ମ୍ୟାକକୁଲାମଙ୍କ ବେଜବଲ ଫର୍ମୂଲା ସମ୍ପୂର୍ଣ୍ଣ ଭାବେ ଫେଲ ମାରିଛି ।…

ରୁଟି :ଏହାର ଉପକାରିତା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

(ଫୋକସପ୍ଲସ ବ୍ୟୁର )ରୁଟି ଭାରତୀୟ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ମଧ୍ୟାହ୍ନ ଭୋଜନ ହେଉ କିମ୍ବା ରାତ୍ରୀ ଭୋଜନ, ଭାରତୀୟ ଘରର ଲୋକମାନେ ପ୍ରାୟତଃ ରୁଟି…

ବଢ଼ିବନି ପାଚିକାଙ୍କ ଦରମା,ମନ୍ତ୍ରୀ କହିଲେ

ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର ଏ ନେଇ ସ୍ପଷ୍ଟ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ପାଚିକାଙ୍କ ଆନ୍ଦୋଳନ ଏବଂ…

ତୃତୀୟ ଦିନିକିଆ ଯିଏ ଜିତିବ ସେ ସିରିଜ୍ ହାତେଇବ

-ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଦିନିକିଆ-ବିଶାଖାପଟ୍ଟନମ୍‌ରେ ୧ଟା ୩୦ରେ ଆରମ୍ଭ ହେବ ମ୍ୟାଚ-ଫୋକସରେ ଟସ୍‌, କାକର-୧-୧ ସ୍ଥିତିରେ ସିରିଜ୍‌ ବରାବର ରହିଛି-ତୃତୀୟ ଦିନିକିଆ ଯିଏ ଜିତିବ ସେ…

ଥାନା ଅଧିକାରୀଙ୍କ ଦୁର୍ବ୍ୟବହାରରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଗଜପତି: ଗଜପତି ଜିଲ୍ଲା ଗୋସାଣି ବ୍ଲକ ମହାଦେଇପୁରୁ ଗ୍ରାମର ମନାଶ ଜେନା ନାମକ ଜଣେ ମହିଳା ପାରଳାଖେମୁଣ୍ଡିରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ହଠାତ ଆତ୍ମହତ୍ୟା କରିବା…

ରାଞ୍ଚିରେ ଟିମ୍ ଇଣ୍ଡିଆର ୩୪୯ ରନ୍‌ର ବିଶାଳ ସ୍କୋର

ରାଞ୍ଚିରେ ଟିମ୍ ଇଣ୍ଡିଆର ୩୪୯ ରନ୍‌ର ବିଶାଳ ସ୍କୋରବିରାଟ୍ ଓ ରୋହିତଙ୍କ ପରେ ରାହୁଲ ଖେଳିଲେ ଦମଦାର ଇନିଂସଅଧିନାୟକ କେଏଲ ରାହୁଲଙ୍କ ବ୍ୟାଟରୁ ୬୦ ରନ୍‌ର ଇନିଂସଦକ୍ଷିଣ…

ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ : ଜେଲ ଗଲେ ୪ ଦଲାଲ୍….

 ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରେ ସିବିଆଇ ମାଷ୍ଟରମାଇଣ୍ଡ୍ ତଥା ପଞ୍ଚସପ୍ଟ୍ ଟେକ୍ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ୍ ମାଲିକ ଶଙ୍କର ପୃଷ୍ଟି ଓ ସିଲିକନ୍ ଟେକ୍‌ର ମାଲିକ ସୁରେଶ ନାୟକଙ୍କୁ ରିମାଣ୍ଡରେ…

ଆମେରିକା ହ୍ୱାଇଟହାଉସରେ ଗୁଳିମାଡ

ଆମେରିକା ହ୍ୱାଇଟହାଉସ ପାଖରେ ଗୁଳିମାଡରାଷ୍ଟ୍ରପତି ଭବନର କିଛି ବ୍ଲକ ଦୂରରେ ଏହି ଗୁଳିକାଣ୍ଡ2 ନ୍ୟାସନାଲ ଗାର୍ଡଙ୍କ ସମେତ 3ଜଣ ଏଥିରେ ଆହତ ହୋଇଛନ୍ତିହାଇ ଆଲର୍ଟରେ ୱାସିଂଟନ ଡିସି…

ରିକ୍ସାଚାଳକର ଗଳା କାଟିଲା ମଦ୍ୟପ ଯୁବକ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅଧୀନସ୍ତ ଶେରଗଡ଼ ବଜାରରେ ପଟାରିକ୍ସା ଚାଳକ ଭାବେ କାମ କରୁଥିବା ରାମଗିରୀ ଗ୍ରାମର ଟୁନା ପ୍ରଧାନଙ୍କୁ ସେହି ଗ୍ରାମର ସନ୍ତୋଷ…