ଖେଳ ତୃତୀୟ ଦିନିକିଆ ଯିଏ ଜିତିବ ସେ ସିରିଜ୍ ହାତେଇବ Sukanta NayakDecember 6, 2025December 6, 2025 -ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଦିନିକିଆ-ବିଶାଖାପଟ୍ଟନମ୍ରେ ୧ଟା ୩୦ରେ ଆରମ୍ଭ ହେବ ମ୍ୟାଚ-ଫୋକସରେ ଟସ୍, କାକର-୧-୧ ସ୍ଥିତିରେ ସିରିଜ୍ ବରାବର ରହିଛି-ତୃତୀୟ ଦିନିକିଆ ଯିଏ ଜିତିବ ସେ ସିରିଜ୍ ହାତେଇବ
ଦିନିକିଆରୁ ଅବସର ନେଲେ ଗ୍ଲେନ୍ ଦିନିକିଆରୁ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଅବସର୧୩ ବର୍ଷର ODI କ୍ୟାରିୟରରୁ ନେଲେ ଅବସର୩୮ ବର୍ଷୀୟ ମ୍ୟାକ୍ସୱେଲ୍ ୧୪୯ଟି ODI ଖେଳିଛନ୍ତିଅଷ୍ଟ୍ରେଲିଆର ୨ଟି ବିଶ୍ବକପ୍ ବିଜୟୀ ଦଳର ସଦସ୍ୟ ଥିଲେ
ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟ୍ବେଣ୍ଟି-୨୦। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍ ବର୍ଷାରେ ଧୋଇଯିବା ପରେ ଏହା ୪ ମ୍ୟାଚ୍ର ଶୃଙ୍ଖଳା ହୋଇଯାଇଛି। ଶୁକ୍ରବାର ଉଭୟ ଦଳଙ୍କ ମଧ୍ୟରେ ଦ୍ବିତୀୟ…
ରାଞ୍ଚିରେ ଟିମ୍ ଇଣ୍ଡିଆର ୩୪୯ ରନ୍ର ବିଶାଳ ସ୍କୋର ରାଞ୍ଚିରେ ଟିମ୍ ଇଣ୍ଡିଆର ୩୪୯ ରନ୍ର ବିଶାଳ ସ୍କୋରବିରାଟ୍ ଓ ରୋହିତଙ୍କ ପରେ ରାହୁଲ ଖେଳିଲେ ଦମଦାର ଇନିଂସଅଧିନାୟକ କେଏଲ ରାହୁଲଙ୍କ ବ୍ୟାଟରୁ ୬୦ ରନ୍ର ଇନିଂସଦକ୍ଷିଣ…