କଂଗ୍ରେସ ନେତା ମାନସ ଚୌଧୁରୀଙ୍କ ସମେତ ୨୬ଜଣଙ୍କ ନାଁରେ ମାମଲା

-ମାଲକାନଗିରି IICଙ୍କୁ ବିକ୍ଷୋଭକାରୀଙ୍କୁ ଦୁର୍ବ୍ୟବହାର ଘଟଣା-କଂଗ୍ରେସ ନେତା ମାନସ ଚୌଧୁରୀଙ୍କ ସମେତ ୨୬ଜଣଙ୍କ ନାଁରେ ମାମଲା-IICଙ୍କୁ ଜୋର ଜବରଦସ୍ତ ଫୁଲମାଳ ପିନ୍ଧାଇବାକୁ ଉଦ୍ୟମ ପାଇଁ ମାମଲା ମାନସ…

ଆସିଲା ବଡ଼ ଅପଡେଟ :ଆସନ୍ତାକାଲି ମୟୂରଭଞ୍ଜ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

ଆସନ୍ତାକାଲି ମୟୂରଭଞ୍ଜ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣାସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ବନ୍ଦ ରହିବସ୍କୁଲ ଛୁଟି ଘୋଷଣା କଲେ ମୟୂରଭଞ୍ଜ ଜିଲ୍ଲାପାଳପ୍ରବଳ ବର୍ଷା ସମ୍ଭାବନା ଥିବାରୁ…

୮0 ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ବିଷମକଟକ ସିଡିପିଓଙ୍କ ସହ କିରାଣୀ।

ରାୟଗଡ଼ା: ଲାଞ୍ଚ ନେଇ ଧରାପଡ଼ିଲେ ବିଷମକଟକ ସିଡିପିଓସିଡିପିଓ ସୁଶୀଳା ଶବରଙ୍କୁ ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସସିଡିପିଓଙ୍କ ସହ କିରାଣ ରାମଚନ୍ଦ୍ର ପାତ୍ର ମଧ୍ୟ ଧରାପଡ଼ିଲେଜଣଙ୍କ ଠାରୁ 80…

ଜଣେ ଅଭିଯୁକ୍ତଙ୍କ ହାତ ଗୋଡ଼ରେ ହ୍ୟାଣ୍ଡକପ୍‌ ପକାଇ ନିର୍ଯାତନା ଦେଇଥିଲେ ଭୋଗରାଇ ଥାନା IIC, ସସ୍‌ପେଣ୍ଡ୍ ହେଲେ

ଜଳେଶ୍ବର: ଭୋଗରାଇ ଥାନା IIC ଶ୍ରୀବଲ୍ଲଭ ସାହୁ ସସ୍‌ପେଣ୍ଡ୍କାର୍ଯ୍ୟରେ ଅବହେଳା ପାଇଁ ସସ୍‌ପେଣ୍ଡ୍ କଲେ ଡିଜିପିଜଣେ ଅଭିଯୁକ୍ତଙ୍କ ହାତ ଗୋଡ଼ରେ ହ୍ୟାଣ୍ଡକପ୍‌ ପକାଇ ନିର୍ଯାତନା ଦେଇଥିଲେବିନା ମାମଲାରେ…

ସ୍ନାନପୂର୍ଣ୍ଣିମାରେ ପୁରୀରେ ଗଡିଲା ମୁଣ୍ଡ

ପୁରୀ, ୧୧।୬ : ସ୍ନାନ ପୂର୍ଣ୍ଣିମାରେ ବରିଷ୍ଠ ସେବାୟତଙ୍କୁ ହତ୍ୟା। ପୁରୀ ଗୁଡିଆ ସାହିରେ ଘଟିଛି ଏଭଳି ହତ୍ୟାକାଣ୍ଡ। ମୃତକ ହେଉଛନ୍ତି ମହାସୁଆର ସାହିର ଜଗନ୍ନାଥ ଦୀକ୍ଷିତ।…

ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ସହକାରୀ ଯନ୍ତ୍ରୀ

୮ ହଜାର ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ସହକାରୀ ଯନ୍ତ୍ରୀଲମତାପୁଟ ବ୍ଲକ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା ଧରାପଡ଼ିଲେମନରେଗା ଅର୍ଥ ରିଲିଜ୍‌ ପାଇଁ ଲାଞ୍ଚ ନେଲା ବେଳେ…

ଭିଜିଲାନ୍ସ ଜାଲରେ ମହିଳା ASI, ନେଉଥିଲେ ଲାଞ୍ଚ!

ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ମହିଳା ASI୧୦ ହଜାର ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସବ୍ରହ୍ମପୁର ମହିଳା ଥାନାର ASI ବବିତା ସୁନାଭିଜିଲାନ୍ସ ପକ୍ଷରୁ ଥାନାରେ କାଗଜପତ୍ର ଯାଞ୍ଚ

ପାଇଖାନା ଟାଙ୍କିରେ କାମ କରୁଥିବା ବେଳେ ଶ୍ବାସରୁଦ୍ଧ ହୋଇ ମୃତ

ନବରଙ୍ଗପୁର: ନନ୍ଦାହାଣ୍ଡିର ପଡ଼ାଲଗୁଡ଼ାରେ 4 ଶ୍ରମିକଙ୍କ ମୃତ୍ୟୁପାଇଖାନା ଟାଙ୍କିରେ କାମ କରୁଥିବା ବେଳେ ଶ୍ବାସରୁଦ୍ଧ ହୋଇ ମୃତ4 ମୃତକ- ଏମ ସନ୍ତୁ, ଅମିର ଖୁରା, ତ୍ରିଲୋଚନ ଭତ୍ରା…

ଘରୋଇ ବସ୍ ମାଲିକ ସଂଘ ସହ ବୈଠକ ପରେ ପରିବହନ କମିଶନରଙ୍କ ସୂଚନା

ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୧୦୦୦ ବସ୍-ଘରୋଇ ବସ୍ ମାଲିକ ସଂଘ ସହ ବୈଠକ ପରେ ପରିବହନ କମିଶନରଙ୍କ ସୂଚନା-ପୁରୀ ତାଳବଣିଆ ଏବଂ ମାଳତିପାଟପୁରରେ ହେବ ବସ୍‌…

ଲକ୍ଷପତି ଦିଦି ହେଉଛନ୍ତି ଓଡ଼ିଶାର ଅସଲ ଶକ୍ତି: ପ୍ରଭାତୀ ପରିଡ଼ା

ଲକ୍ଷପତି ଦିଦି ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମ୍ବୋଧନ।ବିକଶିତ ଭାରତ ଗଠନ ଦିଗରେ ମହିଳାଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣଲକ୍ଷପତି ଦିଦି ଆଗକୁ କରୋଡ଼ପତି ଦିଦି ଭାବେ ଆଖ୍ୟା ପାଇବେଓଡ଼ିଶା…