ଅପରାଧ ଭିଜିଲାନ୍ସ ଜାଲରେ ମହିଳା ASI, ନେଉଥିଲେ ଲାଞ୍ଚ! Sukanta NayakJune 4, 2025 ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ମହିଳା ASI୧୦ ହଜାର ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସବ୍ରହ୍ମପୁର ମହିଳା ଥାନାର ASI ବବିତା ସୁନାଭିଜିଲାନ୍ସ ପକ୍ଷରୁ ଥାନାରେ କାଗଜପତ୍ର ଯାଞ୍ଚ
ଜମିବାଡି ସମସ୍ୟା, ପୂର୍ବ ଶ୍ରତ୍ରୁତାକୁ କେନ୍ଦ୍ରକରି ଗଣ୍ଡଗୋଳ ଫୋକସ ପ୍ଲସ(ଓଡ଼ାପଡ଼ାରୁ)୦୯ /୦୮/୨୦୨୨: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକ୍ କଣ୍ଟାବଣିଆ ଥାନା ଅଧିନସ୍ଥ ସଂଜପଡା ଗ୍ରାମରେ ଜମିବାଡି ସମସ୍ୟା ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ପରିବାର…
ପଙ୍କପାଳ ଗୋଷ୍ଠୀ ସଂଘର୍ଷ ଘଟଣା, ଥାନା ଘେରାଉ କଲେ ମହିଳା ଫୋକସ ପ୍ଲସ (ସୁକିନ୍ଦା)୨୬/୦୭/୨୦୨୨: ଯଖପୁରା ଥାନା ଅନ୍ତର୍ଗତ ପଙ୍କପାଳ ଗ୍ରାମରେ ଘଟି ଥିବା ଗୋଷ୍ଠୀ ସଂଘର୍ଷ ଘଟଣା ଆଜିବି ଶାନ୍ତ ପଡି ନାହିଁ। ବିଜେଡି ବିଜେପି ମଧ୍ଯ…
ସୀମାନ୍ତ ରେ ଦୁଇ ମାଓ ମିଲିସୀଆ ଗିରଫ ଫୋକସ ପ୍ଲସ(ମାଲକାନଗିର)୨୦/୦୮/୨୦୨୨: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ପୋଲିସର ସାର୍ଚ ଅପରେସନ ବେଳେ ଦୁଇଜଣ ମାଓ ମିଲିସିଆ ଗିରଫ ହୋଇଛନ୍ତି । ସୂଚନା ଅନୁଯାୟୀ ସୁକୁମା…