ବାଘର ଝିଅ ବାଘୁଣୀ ହୋଇ ଉଦାହରଣ ସାଜୁଛନ୍ତି ଲୁଲୁ ସୁପୁତ୍ରୀ ଉପାସନା ମହାପାତ୍ର

ବର୍ଷ ୨୦୨୫ର ଅନନ୍ୟ ରାଜନେତାଙ୍କ ମଧ୍ୟରେ ଚର୍ଚ୍ଚିତ ଚେହେରା ରହିଥିଲେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର । ପ୍ରଥମ ଥର ନିର୍ବାଚିତ ହୋଇ ବିଧାନସଭାର ସଦସ୍ୟ ହୋଇଥିଲେ ଉପାସନା । ଦିଗଙ୍ଗତ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଓରଫ ଲୁଲୁ ମହାପାତ୍ରଙ୍କ ସୁକନ୍ୟା ହେଉଛନ୍ତି ଉପାସନା । ଓଡ଼ିଶାରେ ଲୁଲୁ ମହାପାତ୍ର ପାଇଁ ଲୋକଙ୍କ ମନରେ ଥିବା ଭଲପାଇବା ଆଜି ବି ଉଜ୍ଜୀବତ ରହିଛି । ଏବଂ ତାଙ୍କରି ନୀତି ଆଦର୍ଶକୁ ନେଇ ଆଗେଇ ଚାଲିଛନ୍ତି ଉପାସନା । ବିଧାନସଭାର ସର୍ବକନିଷ୍ଠ ସଦସ୍ୟ ଭାବେ ଉଭୟ ଗୃହ ଭିତରେ ଓ ବାହାରେ ଅନେକ ପ୍ରସଙ୍ଗରେ ପ୍ରଶ୍ନ କରି ନିଜ ସହଭାଗିତା ଦର୍ଶାଇଛନ୍ତି । ସମ୍ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ କରନ୍ତୁ👇

Leave a Reply

Your email address will not be published. Required fields are marked *